ଭାରତରେ ସବୁଠାରୁ ବଡ଼ ଓ ପ୍ରସିଦ୍ଧ ସ୍ଥାନ | Largest Places in India in Odia

For Latest Updates, Join Our WhatsApp Group
Also Check Our Telegram Channel

ଏହି ତାଲିକାରେ (Largest Places in India in Odia) ଭାରତର ସବୁଠାରୁ ବଡ଼, ଲମ୍ବା ଓ ପ୍ରସିଦ୍ଧ ସ୍ଥାନଗୁଡିକ ବିଷୟରେ ସହଜ ଭାଷାରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ। ଛାତ୍ରଛାତ୍ରୀ, ପ୍ରତିଯୋଗୀତା ପରୀକ୍ଷା ପ୍ରସ୍ତୁତିକାରୀ ଓ ସାଧାରଣ ପାଠକଙ୍କ ପାଇଁ ଏହା ଉପଯୁକ୍ତ।

ଭାରତରେ ବଡ଼ ନଗରୀ, ମରୁଭୂମି, ନଦୀ, ପର୍ବତ, ମୂର୍ତ୍ତି, ପୋଲ ଓ ପ୍ରସିଦ୍ଧ ସ୍ଥାନଗୁଡିକର ପୂର୍ଣ୍ଣ ତାଲିକା। ପ୍ରତିଯୋଗୀତା ପରୀକ୍ଷା ଓ ଜିକେ ପାଇଁ ଉପଯୁକ୍ତ।

List of Largest and Famous Places in India (In Odia) | ଭାରତରେ ସବୁଠାରୁ ବଡ଼ ଓ ପ୍ରସିଦ୍ଧ ସ୍ଥାନ

ଭାରତରେ ଶ୍ରେଷ୍ଠ ସ୍ଥାନଗୁଡିକ – ବଡ଼ ନଗରୀ, ମରୁଭୂମି, ନଦୀ, ରାଜ୍ୟ, ପର୍ବତ, ମୂର୍ତ୍ତି, ପୋଲ ଓ ଅନ୍ୟାନ୍ୟ।

କ୍ରମ ସଂଖ୍ୟାବିଭାଗ / ବିଷୟସ୍ଥାନ / ନାମ
1ବଡ଼ ନଗରୀକଲିକତା
2ମରୁଭୂମିଥର ମରୁଭୂମି
3ବଡ଼ ରାଜ୍ୟ (ସୀମା)ମଧ୍ୟପ୍ରଦେଶ
4ବଡ଼ ରାଜ୍ୟ (ଜନସଂଖ୍ୟା)ଉତ୍ତର ପ୍ରଦେଶ
5ବଡ଼ ନଦୀଗଙ୍ଗା ନଦୀ
6ବଡ଼ ହ୍ରଦଓଲୁଲର (କାଶ୍ମୀର)
7ଲମ୍ବା ଗମ୍ବୁଜବିଜାପୁର
8ବନାନୀ ରାଜ୍ୟଆସାମ
9ବଡ଼ ରାସ୍ତାଗ୍ରାଣ୍ଡ ଟ୍ରଙ୍କ ରୋଡ଼
10ଉଚ୍ଚ ପ୍ରପାତଗିରିସପପା
11ବଡ଼ ସେତୁମହାତ୍ମା ସେତୁ (ବିହାର)
12ତ୍ରିକୋଣ ଭୂମିସୁନ୍ଦରବନ
13ବଡ଼ ନଦୀବନ୍ଧହୀରାକୁଦ
14ଉଚ୍ଚତମ ମୂର୍ତ୍ତିଗୋମତେଶ୍ୱର (ମହୀଶୂର – ୫୬ ଫୁଟ)
15ଉଚ୍ଚ ନଦୀବନ୍ଧଭାକ୍ରାନଙ୍ଗଲ (ପଞ୍ଜାବ)
16ବଡ଼ ଖଣିକୋଲାର ସୁନା ଖଣି
17ଉଚ୍ଚ ଫାଟକଫତେପୁର ସିକ୍ରୀ
18ପର୍ବତହିମାଳୟ
19ବଡ଼ ପ୍ଲାଟଫର୍ମଖଡଗପୁର
20ବଡ଼ ଯାଦୁଘର ଓ ଚିଡ଼ିଆଖାନାକଲିକତା
21ଉଚ୍ଚତମ ଗମ୍ବୁଜକୁତବମୀନାର
22ଉଚ୍ଚ ସ୍ତମ୍ଭଭି. ପି. ଟାୱାର
23ବଡ଼ ମସଜିଦଜୁମା (ଦିଲ୍ଲୀ)
24ବଡ଼ ବିମାନ ବନ୍ଦରପାଲାମ (ଦିଲ୍ଲୀ)
25ବଡ଼ ଗୁମ୍ଫାଏଲୋରା (ଆନ୍ଧ୍ର)
26ବଡ଼ ଝୁଲା ପୋଲହାଓଡ଼ା ପୋଲ
27ବଡ଼ ଦୂରଦର୍ଶନ କେନ୍ଦ୍ରଜଳନ୍ଧର

Related Blog Post:

First Indian Women Achievers in Various Fields | ପ୍ରଗତି ପଥେ ସର୍ବପ୍ରଥମ ଭାରତୀୟ ନାରୀ
https://odishajobnet.in/famous-things-in-odia-language/
List of Cities in Odisha | ଓଡିଶାର ବଡ ସହର, ଗ୍ରାମ ଓ ପ୍ରସିଦ୍ଧ ସ୍ଥାନମାନଙ୍କର ତାଲିକା
First Indian Women Achievers in Various Fields | ପ୍ରଗତି ପଥେ ସର୍ବପ୍ରଥମ ଭାରତୀୟ ନାରୀ
https://odishajobnet.in/famous-things-in-odia-language/
List of Cities in Odisha | ଓଡିଶାର ବଡ ସହର, ଗ୍ରାମ ଓ ପ୍ରସିଦ୍ଧ ସ୍ଥାନମାନଙ୍କର ତାଲିକା
Odisha Static GK MCQ in Odia | 60+ Odisha General Knowledge Questions and Answers

For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *