
ଭାରତରେ ସବୁଠାରୁ ବଡ଼ ଓ ପ୍ରସିଦ୍ଧ ସ୍ଥାନ | Largest Places in India in Odia
ଏହି ତାଲିକାରେ (Largest Places in India in Odia) ଭାରତର ସବୁଠାରୁ ବଡ଼, ଲମ୍ବା ଓ ପ୍ରସିଦ୍ଧ ସ୍ଥାନଗୁଡିକ ବିଷୟରେ ସହଜ ଭାଷାରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ। ଛାତ୍ରଛାତ୍ରୀ, ପ୍ରତିଯୋଗୀତା ପରୀକ୍ଷା ପ୍ରସ୍ତୁତିକାରୀ ଓ ସାଧାରଣ ପାଠକଙ୍କ ପାଇଁ ଏହା ଉପଯୁକ୍ତ।
ଭାରତରେ ବଡ଼ ନଗରୀ, ମରୁଭୂମି, ନଦୀ, ପର୍ବତ, ମୂର୍ତ୍ତି, ପୋଲ ଓ ପ୍ରସିଦ୍ଧ ସ୍ଥାନଗୁଡିକର ପୂର୍ଣ୍ଣ ତାଲିକା। ପ୍ରତିଯୋଗୀତା ପରୀକ୍ଷା ଓ ଜିକେ ପାଇଁ ଉପଯୁକ୍ତ।
List of Largest and Famous Places in India (In Odia) | ଭାରତରେ ସବୁଠାରୁ ବଡ଼ ଓ ପ୍ରସିଦ୍ଧ ସ୍ଥାନ
ଭାରତରେ ଶ୍ରେଷ୍ଠ ସ୍ଥାନଗୁଡିକ – ବଡ଼ ନଗରୀ, ମରୁଭୂମି, ନଦୀ, ରାଜ୍ୟ, ପର୍ବତ, ମୂର୍ତ୍ତି, ପୋଲ ଓ ଅନ୍ୟାନ୍ୟ।
| କ୍ରମ ସଂଖ୍ୟା | ବିଭାଗ / ବିଷୟ | ସ୍ଥାନ / ନାମ |
|---|---|---|
| 1 | ବଡ଼ ନଗରୀ | କଲିକତା |
| 2 | ମରୁଭୂମି | ଥର ମରୁଭୂମି |
| 3 | ବଡ଼ ରାଜ୍ୟ (ସୀମା) | ମଧ୍ୟପ୍ରଦେଶ |
| 4 | ବଡ଼ ରାଜ୍ୟ (ଜନସଂଖ୍ୟା) | ଉତ୍ତର ପ୍ରଦେଶ |
| 5 | ବଡ଼ ନଦୀ | ଗଙ୍ଗା ନଦୀ |
| 6 | ବଡ଼ ହ୍ରଦ | ଓଲୁଲର (କାଶ୍ମୀର) |
| 7 | ଲମ୍ବା ଗମ୍ବୁଜ | ବିଜାପୁର |
| 8 | ବନାନୀ ରାଜ୍ୟ | ଆସାମ |
| 9 | ବଡ଼ ରାସ୍ତା | ଗ୍ରାଣ୍ଡ ଟ୍ରଙ୍କ ରୋଡ଼ |
| 10 | ଉଚ୍ଚ ପ୍ରପାତ | ଗିରିସପପା |
| 11 | ବଡ଼ ସେତୁ | ମହାତ୍ମା ସେତୁ (ବିହାର) |
| 12 | ତ୍ରିକୋଣ ଭୂମି | ସୁନ୍ଦରବନ |
| 13 | ବଡ଼ ନଦୀବନ୍ଧ | ହୀରାକୁଦ |
| 14 | ଉଚ୍ଚତମ ମୂର୍ତ୍ତି | ଗୋମତେଶ୍ୱର (ମହୀଶୂର – ୫୬ ଫୁଟ) |
| 15 | ଉଚ୍ଚ ନଦୀବନ୍ଧ | ଭାକ୍ରାନଙ୍ଗଲ (ପଞ୍ଜାବ) |
| 16 | ବଡ଼ ଖଣି | କୋଲାର ସୁନା ଖଣି |
| 17 | ଉଚ୍ଚ ଫାଟକ | ଫତେପୁର ସିକ୍ରୀ |
| 18 | ପର୍ବତ | ହିମାଳୟ |
| 19 | ବଡ଼ ପ୍ଲାଟଫର୍ମ | ଖଡଗପୁର |
| 20 | ବଡ଼ ଯାଦୁଘର ଓ ଚିଡ଼ିଆଖାନା | କଲିକତା |
| 21 | ଉଚ୍ଚତମ ଗମ୍ବୁଜ | କୁତବମୀନାର |
| 22 | ଉଚ୍ଚ ସ୍ତମ୍ଭ | ଭି. ପି. ଟାୱାର |
| 23 | ବଡ଼ ମସଜିଦ | ଜୁମା (ଦିଲ୍ଲୀ) |
| 24 | ବଡ଼ ବିମାନ ବନ୍ଦର | ପାଲାମ (ଦିଲ୍ଲୀ) |
| 25 | ବଡ଼ ଗୁମ୍ଫା | ଏଲୋରା (ଆନ୍ଧ୍ର) |
| 26 | ବଡ଼ ଝୁଲା ପୋଲ | ହାଓଡ଼ା ପୋଲ |
| 27 | ବଡ଼ ଦୂରଦର୍ଶନ କେନ୍ଦ୍ର | ଜଳନ୍ଧର |
Related Blog Post:
First Indian Women Achievers in Various Fields | ପ୍ରଗତି ପଥେ ସର୍ବପ୍ରଥମ ଭାରତୀୟ ନାରୀ
https://odishajobnet.in/famous-things-in-odia-language/
List of Cities in Odisha | ଓଡିଶାର ବଡ ସହର, ଗ୍ରାମ ଓ ପ୍ରସିଦ୍ଧ ସ୍ଥାନମାନଙ୍କର ତାଲିକା
First Indian Women Achievers in Various Fields | ପ୍ରଗତି ପଥେ ସର୍ବପ୍ରଥମ ଭାରତୀୟ ନାରୀ
https://odishajobnet.in/famous-things-in-odia-language/
List of Cities in Odisha | ଓଡିଶାର ବଡ ସହର, ଗ୍ରାମ ଓ ପ୍ରସିଦ୍ଧ ସ୍ଥାନମାନଙ୍କର ତାଲିକା
Odisha Static GK MCQ in Odia | 60+ Odisha General Knowledge Questions and Answers






