First Indian Women Achievers in Various Fields | ପ୍ରଗତି ପଥେ ସର୍ବପ୍ରଥମ ଭାରତୀୟ ନାରୀ

For Latest Updates, Join Our WhatsApp Group
Also Check Our Telegram Channel

ଭାରତର ପ୍ରଥମ ନାରୀମାନଙ୍କ ତାଲିକା — ପ୍ରଥମ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଚାରପତି, ଏଭରେଷ୍ଟ ବିଜେତା ଓ ଅନ୍ୟାନ୍ୟ। First Indian women in politics, sports, education, army & more.

First Indian Women Achievers in Various Fields

ରାଜନୀତି ଓ ପ୍ରଶାସନ

  • ଦିଲ୍ଲୀର ଅଧିଶ୍ୱରୀ – ରେଜୀୟା ବେଗମ୍
  • ପ୍ରଥମ ଭାରତୀୟ ମହିଳା ପ୍ରଧାନମନ୍ତ୍ରୀ – ଶ୍ରୀମତୀ ଇନ୍ଦିରା ଗାନ୍ଧୀ
  • ପ୍ରଥମ ମହିଳା ମନ୍ତ୍ରୀ (ଜାତିସଂଘ ସଭାପତି) – (1953-54) ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ
  • ପ୍ରଥମ ଭାରତୀୟ ମହିଳା ରାଷ୍ଟ୍ରଦୂତ – ଶ୍ରୀମତୀ ସି. ବି. ମୂଥାମ୍ମା
  • କଂଗ୍ରେସ ସଭାପତି – ଆନି ବେସାନ୍ତ
  • ପ୍ରଥମ ମହିଳା ରାଜ୍ୟପାଳିକା – ସରୋଜିନୀ ନାଇଡୁ
  • କେନ୍ଦ୍ରରେ ପ୍ରଥମ ମନ୍ତ୍ରୀ – ରାଜକୁମାରୀ ଅମୃତ କାଉଲ
  • ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ (U.P.) – ଶ୍ରୀମତୀ ସୁଚେତା କୃପାଳିନୀ
  • ପ୍ରଥମ ମହିଳା ବିଧାନସଭା ବାଚସ୍ପତି – ଶ୍ରୀମତୀ ସାନ୍ମୋଦେବୀ

ସାହସ ଓ ସମ୍ମାନ

  • ପ୍ରଥମ ଭାରତୀୟ ବିଶ୍ୱ ସୁନ୍ଦରୀ – ରୀତା ଫରିଆ
  • ପ୍ରଥମ ଭାରତୀୟ ଏଭରେଷ୍ଟ ବିଜେତା ମହିଳା – ବଚେନ୍ଦ୍ର ପାଲ୍

ଶିକ୍ଷା ଓ ପେଶା

  • ପ୍ରଥମ ଭାରତୀୟ ମହିଳା ଡାକ୍ତର – କାଦମ୍ବିନୀ ଠାକୁର
  • ପ୍ରଥମ ମହିଳା ହାଇକୋର୍ଟ ଜଜ୍ (କେରଳ) – ଶ୍ରୀମତୀ ଆନାଚଣ୍ଡୀ
  • ପ୍ରଥମ ମହିଳା M.A. ପାସ୍ – ଚନ୍ଦ୍ରମୁଖୀ ବୋଷ
  • ପ୍ରଥମ ମହିଳା ଉପକୁଳପତି – ହଁସା ମେହେଟ୍ଟା
  • ପ୍ରଥମ ମହିଳା D.S.P. – ଶ୍ରୀମତୀ ଶକୁନ୍ତଳା ବଶିଷ୍ଟ
  • ପ୍ରଥମ ମହିଳା ଇଞ୍ଜିନିୟର – ଶ୍ରୀମତୀ ଏସ. ଲଳିତା
  • ପ୍ରଥମ ମହିଳା ବ୍ୟାଙ୍କ୍ ମ୍ୟାନେଜର – ସାନ୍ତା କୁମାରୀ

ସେନା ଓ ସୁରକ୍ଷା ବିଭାଗ

  • ପ୍ରଥମ ମହିଳା ଭାରତୀୟ ନୌସେନା କମାଣ୍ଡର – ଡାକ୍ତର ବାବରା ଘୋଷ
  • ପ୍ରଥମ ମହିଳା ଭାରତୀୟ ସେନା ମେଜର – ଡାକ୍ତର ମେରିପୁନମ୍ ହେକୋନ

ନ୍ୟାୟ ପ୍ରଣାଳୀ

  • ପ୍ରଥମ ମହିଳା ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି – ଶ୍ରୀମତୀ ମୀରା ସାହୀବ ଫତିମା ବିବି

Politics & Administration

  • First Woman Ruler of Delhi – Razia Begum
  • First Woman Prime Minister of India – Indira Gandhi
  • First Woman President of the UN General Assembly – Vijaya Lakshmi Pandit (1953–54)
  • First Woman Indian Diplomat – C. B. Muthamma
  • First Woman President of Indian National Congress – Annie Besant
  • First Woman Governor of an Indian State – Sarojini Naidu
  • First Woman Union Minister of India – Rajkumari Amrit Kaur
  • First Woman Chief Minister of a State (U.P.) – Sucheta Kripalani
  • First Woman Speaker of State Legislative Assembly – Shanno Devi

Courage & Recognition

  • First Indian Miss World – Reita Faria
  • First Indian Woman to Climb Mount Everest – Bachendri Pal

Education & Profession

  • First Woman Doctor in India – Kadambini Ganguly
  • First Woman High Court Judge (Kerala) – Anna Chandy
  • First Woman to Earn M.A. Degree in India – Chandramukhi Basu
  • First Woman Vice-Chancellor in India – Hansa Mehta
  • First Woman Deputy Superintendent of Police – Shakuntala Vashisht
  • First Woman Engineer in India – S. Lalitha
  • First Woman Bank Manager in India – Santa Kumari

Defence & Armed Forces

  • First Woman Naval Commander in India – Dr. Barbara Ghosh
  • First Woman Major in the Indian Army – Dr. Meripunum Hekon

Judiciary

  • First Woman Judge of the Supreme Court of India – M. Fathima Beevi

World Famous Things in Odia Language

For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *