
World Famous Things in Odia Language
ପୃଥିବୀର ପ୍ରସିଦ୍ଧ ସହର, ବନ୍ଦର, ଶିଳ୍ପ କେନ୍ଦ୍ର, ଖଣିଜ ଓ ପର୍ଯ୍ୟଟନ ସ୍ଥଳ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ | General Knowledge & Competitive Exams ପାଇଁ ଉପଯୋଗୀ |
କାହିଁକି ପ୍ରସିଦ୍ଧ – ବିଶ୍ୱର ପ୍ରସିଦ୍ଧ ସହର, ବନ୍ଦର ଓ ସ୍ଥାନ | World Famous Cities in Odia
ପୃଥିବୀର ବିଭିନ୍ନ ସହର, ଦେଶ ଓ ସ୍ଥାନଗୁଡ଼ିକ କେହି କାରଣରେ ପ୍ରସିଦ୍ଧ — ପୁରାଣ, ଇତିହାସ, ଶିଳ୍ପ, ପ୍ରାକୃତିକ ସମ୍ପଦ ଓ ସଂସ୍କୃତି।
ଏହି ତାଲିକା General Knowledge, Competitive Exams, School Quiz ପାଇଁ ଖୁବ୍ ଉପକାରୀ।
🌏 ବିଶ୍ୱର ପ୍ରସିଦ୍ଧ ସହର ଓ ଦେଶ
- ନ୍ୟୁୟର୍କ – ପୃଥିବୀର ଦ୍ୱିତୀୟ ବୃହତ୍ତମ ସହର
- ମେକ୍ସିକୋ – ରୂପା ଉତ୍ପାଦନରେ ପୃଥିବୀର ପ୍ରଥମ
- ଚିକାଗୋ – ମାଂସ ବ୍ୟବସାୟ କେନ୍ଦ୍ର, ଯୁକ୍ତରାଷ୍ଟ୍ରର ଦ୍ୱିତୀୟ ବୃହତ୍ତମ ସହର ଓ ବିଶ୍ୱରେ ବଡ଼ ରେଳ ଜଙ୍କସନ୍
- ବୋଷ୍ଟନ – ପ୍ରମୁଖ ସହର, ବନ୍ଦର ଓ ବାଣିଜ୍ୟ କେନ୍ଦ୍ର
- ସିଡନୀ – ଅଷ୍ଟ୍ରେଲିଆର ବୃହତ୍ତମ ସହର
- ସାଂଘାଇ – ପୃଥିବୀର ବୃହତ୍ତମ ସହର ଓ ଚୀନର ପ୍ରମୁଖ ବନ୍ଦର
- ମେଲବର୍ଣ୍ଣ – ଅଷ୍ଟ୍ରେଲିଆର ଦ୍ୱିତୀୟ ପ୍ରମୁଖ ସହର
- କେପଟାଉନ – ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ବନ୍ଦର
- ଡାରେଏମସାଲେସ – ତାଞ୍ଜାନିଆର ରାଜଧାନୀ ଓ ପ୍ରମୁଖ ବନ୍ଦର
- ବାନ୍ଦୁ – ଇଣ୍ଡୋନେସିଆର ପ୍ରମୁଖ ବନ୍ଦର
⚙ ଶିଳ୍ପ ଓ ବାଣିଜ୍ୟ କେନ୍ଦ୍ର
- କାନାଡା – ଖବରକାଗଜ ଓ ଛପା କାଗଜ ଉତ୍ପାଦନ
- ବାଙ୍ଗାଲୋର – କାର୍ପାସ, ପଶମ, ରେଳ ଡବା, ବିମାନ, ଟେଲିଫୋନ ଶିଳ୍ପ
- କରାଚି – ପାକିସ୍ତାନର ବୃହତ୍ତମ ସହର, ବନ୍ଦର ଓ ବିମାନଘାଟି
- ବିଶାଖାପାଟଣାମ – ବନ୍ଦର, ଜାହାଜ ଶିଳ୍ପ
- ଜାମସେଦପୁର – ଲୋହା, ଇସ୍ପାତ, ସାର, ମଟରଗାଡ଼ି, ଇଞ୍ଜିନ୍
- କାନପୁର – କାର୍ପାସ, ଝୋଟ, ପଶମ, ଚମଡ଼ା, ଚିନି, ବିମାନ
- ବମ୍ବେ (ମୁମ୍ବାଇ) – ପ୍ରମୁଖ ବନ୍ଦର, ତୈଳ ବିଶୋଧନ, କାଚ, ମଟରଗାଡ଼ି, ବନସ୍ପତି
- ଡିଟ୍ରଏଟ୍ – ମଟରଗାଡ଼ି କାରଖାନା
- କୋଏମ୍ବାଟୋର – ଚିନି ଓ କାର୍ପାସ ଶିଳ୍ପ
- ରାଉରକେଲା – ଇସ୍ପାତ କାରଖାନା
⛏ ଖଣି ଓ ଖଣିଜ ସମ୍ପଦ
- ନେପାନଗର – ଟିଣ ଖଣି
- ବଳିଭିଆ – ଟିଣ ଖଣି
- ଚିଲି ଓ ପେରୁ – ତମ୍ବା ଖଣି
- ପ୍ରିଟୋରିଆ – ବିଶ୍ୱ ପ୍ରସିଦ୍ଧ ହୀରା ଖଣି
- ତାଳଚେର – କୋଇଲା ଖଣି, ସାର କାରଖାନା, ତାପଜ ବିଦ୍ୟୁତ କେନ୍ଦ୍ର
- କୋଲାର – ସୁନା ଖଣି
- ଦୈତାରୀ – ଲୋହା ପଥର ଖଣି
- ସୁକିନ୍ଦା – ନିକେଲ୍ କାରଖାନା
- ବଡ଼ବିଲ – କଳିଙ୍ଗ ଲୋହା କାରଖାନା
- ବେଲପାହାଡ଼ – ଅଗ୍ନିନିରୋଧକ ମୃତ୍ତିକା
🕌 ପର୍ଯ୍ୟଟନ ଓ ଐତିହ୍ୟ ସ୍ଥଳ
- କାଣ୍ଡୀ – ଶ୍ରୀଲଙ୍କାର ଶୈଳନିବାସ
- ଅମୃତସର – ଶିଖମାନଙ୍କର ତୀର୍ଥସ୍ଥାନ, କାର୍ପାସ ଓ ପଶମ ଶିଳ୍ପ
- କପିଳବସ୍ତୁ – ବୁଦ୍ଧଦେବଙ୍କ ଜନ୍ମସ୍ଥାନ, ନେପାଳର ତେରାଇ ଅଞ୍ଚଳ
- ଆଗ୍ରା – ତାଜମହଲ, ପଶମ ଓ କାଠ ଶିଳ୍ପ
- କୋଣାର୍କ – ସୂର୍ଯ୍ୟମନ୍ଦିର
- ଭୁବନେଶ୍ୱର – ରାଜଧାନୀ, ଲିଙ୍ଗରାଜ ମନ୍ଦିର
- ଦାର୍ଜିଲିଙ୍ଗ – ଶୈଳନିବାସ
- ସିମିଳିପାହାଡ଼ – ଜାତୀୟ ଉଦ୍ୟାନ
🏭 ଓଡିଶାର ପ୍ରସିଦ୍ଧ ଶିଳ୍ପ କେନ୍ଦ୍ର
- ଗୋପାଳପୁର – କ୍ଷୁଦ୍ର ବନ୍ଦର, ସ୍ୱାସ୍ଥ୍ୟକର ସ୍ଥାନ
- ଚୌଦ୍ୱାର – ବସ୍ତ୍ର ଶିଳ୍ପ
- ଧାନମଣ୍ଡଳ – ଝୋଟ କାରଖାନା
- କନିକା, ଟିକରପଡ଼ା – କୁମ୍ଭୀର ପାଳନ କେନ୍ଦ୍ର
- ମୟୂରଭଞ୍ଜ – ଟସର ଓ ରେଶମ ବସ୍ତ୍ର
- ରାଇରଙ୍ଗପୁର – ଶାଳମଞ୍ଜୀ ତେଲ କାରଖାନା
- ରାୟଗଡ଼ା – ଚିନି, କାଗଜ, ଫେରୋ ମାଙ୍ଗାନିଜ
- କଟକ – ତାରକସି କାମ
- ପିପିଲି – ଚାନ୍ଦୁଆ
- ସୁନାବେଢ଼ା – ମିଗ୍ ବିମାନ କାରଖାନା
- ହୀରାକୁଦ – ଆଲୁମିନିୟମ କାରଖାନା
- ରାଉରକେଲା – ଇସ୍ପାତ କାରଖାନା
🚢 ପ୍ରସିଦ୍ଧ ବନ୍ଦର ଓ ବାଣିଜ୍ୟ ସ୍ଥଳ
- ସିଙ୍ଗାପୁର – ସ୍ୱାଧୀନ ବନ୍ଦର
- ଚିଟାଗଞ୍ଜ – ବଙ୍ଗଳାଦେଶର ପ୍ରମୁଖ ବନ୍ଦର
- ସୁଏଜ – ସୁଏଜ୍ କେନାଲର ଦକ୍ଷିଣ ପ୍ରାନ୍ତର ବନ୍ଦର
- ପୋର୍ଟ ସୟେଦ – ସୁଏଜ୍ କେନାଲର ଉତ୍ତର ପ୍ରାନ୍ତର ବନ୍ଦର
- ମାର୍ଟାଡି – ପ୍ରମୁଖ ବନ୍ଦର
- ଦିଗବୋଇ – ଖଣିଜ ବନ୍ଦର
🌾 କୃଷି ଓ ଖାଦ୍ୟ ପ୍ରସିଦ୍ଧି
- ଚିଲି – ବୃହତ୍ତମ କଫି ରପ୍ତାନୀ କେନ୍ଦ୍ର
- ଜାମାଇକା – କଦଳୀ ଚାଷ
- କ୍ୟୁବା – ଆଖୁ ଚାଷ
- ଉଇନପେଗ୍ (କାନାଡା) – ଗହମ ସଂଗ୍ରହ କେନ୍ଦ୍ର
Download Famous Things in Odia Language MS Word File – Click Here
Read Our Related Blog Post
100 + Important Indian History Gk Questions In Odia
Top 50 GK Questions and Answers for Class 5 In Odia