Mahatma Gandhi Quiz Questions and Answers in Odia

For Latest Updates, Join Our WhatsApp Group
Also Check Our Telegram Channel


Test your knowledge of Mahatma Gandhi with our comprehensive quiz in Odia. This quiz features a range of questions and answers about the life, work, and philosophy of one of India’s most iconic figures. Take the quiz and challenge yourself today! Learn more about Mahatma Gandhi on Wikipedia.”

Mahatma Gandhi Quiz Questions and Answers in Odia

1. ମହାତ୍ମା ଗାନ୍ଧୀଙ୍କ ପୁରା ନାମ କ’ଣ ?

ଉ.. ମହନ ଦାସ୍ କରିମ୍ ଚାନ୍ଦ ଗାନ୍ଧୀ ।

୨. ମହାତ୍ମା ଗାନ୍ଧୀ କେବେ ଜନ୍ମ ଗ୍ରହଣ କରିଥିଲେ ?

ଉ. ୧୮୬୯ ମସିହା ଅକ୍ଟୋବର ୨ ତାରିଖ

୩. ମହାତ୍ମା ଗାନ୍ଧୀଙ୍କ ଗ୍ରାମର ନାମ କ’ଣ ?

ଉ ଗୁଜରାଟ ର ପୋରବନ୍ଦର ଠାରେ (ସୁଦାମାପୁରୀ ନାମରେ ମଧ୍ୟ ଜଣାଶୁଣା)

୪. ମହାତ୍ମା ଗାନ୍ଧୀଙ୍କ ବାପା ଓ ମା ଙ୍କ ନାମ କ କ’ଣ

ଉ- କରମ୍ ଚାନ୍ଦ ଗାନ୍ଧୀ ଓ ପୁତୁଲିବାଇ ଗାନ୍ଧୀ

୫. ମହାତ୍ମା ଗାନ୍ଧୀ କେଉଁ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିଲେ ?

ଉ- ଆଲଫ୍ରେଡ୍ ହାଇସ୍କୁଲ, ରାଜକୋଟ

୬. ମହାତ୍ମା ଗାନ୍ଧୀ କେଉଁ ମସିହାରେ ବିବାହ କରିଥିଲେ ?

ଉ- ୧୮୮୩

୭. ବିବାହ ସମୟରେ ମହାତ୍ମା ଗାନ୍ଧୀଙ୍କର କେତେ ବୟସ ହୋଇଥିଲା ?

ଉ- ୧୩ ବର୍ଷ

୮. ମହାତ୍ମା ଗାନ୍ଧୀଙ୍କ ସ୍ତ୍ରୀ ଙ୍କ ନାମ କଣ ?

ଉ- କସ୍ତୁରବା ମାଖାଞ୍ଜି କପଡିଆ

୯. ଗାନ୍ଧିଜୀଙ୍କ ସନ୍ତାନ ସଂଖ୍ୟା କେତେ ? ତାଙ୍କ ନାମ କଣ କଣ ?

ଉ- ୪ ଟି ପୁତ୍ର, ହରିଲାଲ୍, ମନିଲାଲ୍, ରାମଦାସ,ଦେବଦାସ

୧୦. ମହାତ୍ମା ଗାନ୍ଧୀ କେବେ ଓ କେଉଁଠାରେ graduation ପାସ କରିଥିଲେ ?

ଉ-୧୮୮୭ ମସିହାରେ, ଅହମଦାବାଦ ଉଚ୍ଚ ବିଦ୍ୟାଳୟ

For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *