List of North American countries | ଉତ୍ତର ଆମେରିକା ( ରାଷ୍ଟ୍ରସଂଖ୍ୟା ୨୩)

List of North American countries ୧• ଆଣ୍ଟିଗୁଆ ଏବଂ ବାର୍ବୁଡା ସ୍ବାଧୀନତା ଦିବସ ୧ ନଭେମ୍ବର ୧୯୮୧ ଆୟତନ ୪୪୨ ବର୍ଗ କି.ମି. ରାଜଧାନୀ ସେଣ୍ଟଜନ୍ସ ମୁଖ୍ୟଭାଷା ଇଂରାଜୀ ପ୍ରଚଳିତ ମୁଦ୍ରା ଇଷ୍ଟକାରାବିଏନ ଡଲାର ୨• ବାହାମା ସ୍ବାଧୀନତା ଦିବସ ୧୦ ଜୁଲାଇ ୧୯୭୩ ଆୟତନ ୧୩,୯୪୩ ବର୍ଗ କି.ମି. ରାଜଧାନୀ ନାସାଉ ମୁଖ୍ୟଭାଷା…