BEd Entrance Exam 2026 Mock Test (Arts) – Free Practice Questions

B.Ed Entrance Exam 2026 ପାଇଁ ପ୍ରସ୍ତୁତି କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ। ଏହି Mock Test ରେ ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ 40ଟି MCQ ପ୍ରଶ୍ନ ଦିଆଯାଇଛି, ଯାହାକି B.Ed Entrance Examination ରେ ଆସିବାର ସମ୍ଭାବନା ରହିଛି। ଏହି ପ୍ରଶ୍ନଗୁଡ଼ିକ History, Indian Polity, Geography, Economics ଓ General Knowledge ଭଳି…






