Category Pre-Matric MCQ

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ)

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ) 2016 #1. ମାଙ୍କଡ ମାନେ କେଉଁଠାରେ ଜହ୍ନକୁ ଦେଖିଲେ ?  ଆକାଶରେ ଗଛ ଉପରେ ପୋଖରୀରେ ନଦୀରେ ପୋଖରୀରେ #2. କେବେ ଗାନ୍ଧିଜୀଙ୍କ ଜନ୍ମ ଦିନ ପାଳନ କରାଯାଏ ?  ସେପ୍ଟେମ୍ବର -5 ନଭେମ୍ବର -14 ଜାନୁଆରୀ -26 ଅକ୍ଟୋବର -2 ଅକ୍ଟୋବର -2 #3. ସାଧବ ପୁଅ ମାନେ କେଉଁ ମାସରେ ବଣିକ କରିବାକୁ ଯାଉଥିଲେ ?  ବୈଶାଖ କାର୍ତ୍ତିକ ଶ୍ରାବଣ ଚୈତ୍ର  କାର୍ତ୍ତିକ…