List of Cities in Odisha | ଓଡିଶାର ବଡ ସହର, ଗ୍ରାମ ଓ ପ୍ରସିଦ୍ଧ ସ୍ଥାନମାନଙ୍କର ତାଲିକା

For Latest Updates, Join Our WhatsApp Group
Also Check Our Telegram Channel

List of Cities in Odisha – ଓଡିଶା ବଡ ସହର, Odisha big city, Odisha largest district, Odisha famous places, ଓଡିଶା ବଡ ଗ୍ରାମ, Odisha Big Cities & Villages List

Odisha Big Cities & Villages List

ଓଡିଶାରେ ବହୁତ ପ୍ରସିଦ୍ଧ ସହର, ଗ୍ରାମ, ବନ୍ଦର, ବିଶ୍ବବିଦ୍ୟାଳୟ, ସ୍କୁଲ୍, ହସ୍ପିଟାଲ୍ ଓ ସଂଗ୍ରହାଳୟ ରହିଛି।
ଏହି ପୋଷ୍ଟରେ ଆମେ ଓଡିଶାର ବଡ ସହର, ବଡ ଗ୍ରାମ, ବଡ ବନ୍ଦର, ବଡ ଷ୍ଟାଡିୟମ୍ ଭଳି ପ୍ରସିଦ୍ଧ ସ୍ଥାନମାନଙ୍କର ତାଲିକା ପ୍ରଦାନ କରିଛୁ।


1️⃣ ଓଡିଶାର ବଡ ସହର ଓ ଜିଲ୍ଲାମାନଙ୍କର ତାଲିକା

କ୍ରମବିବରଣୀନାମ
1ବଡ ସହରକଟକ
2ଆୟତନରେ ବଡ ଜିଲ୍ଲାସମ୍ବଲପୁର
3ଲୋକସଂଖ୍ୟାରେ ବଡ ଜିଲ୍ଲାଗଞ୍ଜାମ
4ବଡ ଗ୍ରାମଭୂବନ (ଢେଙ୍କାନାଳ)

2️⃣ ଓଡିଶାର ପ୍ରସିଦ୍ଧ ସ୍ଥାନ ଓ ସୁବିଧାମାନ

କ୍ରମବିବରଣୀନାମ
5ବଡ କୋଠାରାଜ୍ୟ ସଚ୍ଚିବାଳୟ
6ବଡ ହୋଟେଲ୍ସୃଷ୍ଟି ପ୍ଲାଜା
7ବଡ ବନ୍ଦରପାରାଦ୍ୱୀପ
8ବଡ ଚିଡିଆଖାନାନନ୍ଦନକାନନ
9ବଡ ଲାଇବ୍ରେରୀରେଭେନ୍ସା କଲେଜ ଲାଇବ୍ରେରୀ
10ବଡ ସିନେମା ହଲ୍ରାଜ ତରଙ୍ଗିଣୀ (କଟକ)
11ବଡ ରଙ୍ଗମଞ୍ଚଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ (କଟକ)
12ବଡ ରେଡିଓ ଷ୍ଟେସନ୍ଆକାଶବାଣୀ କେନ୍ଦ୍ର (କଟକ)

3️⃣ ବିଦ୍ୟା, କ୍ରୀଡ଼ା ଓ ପ୍ରଶାସନ ସମ୍ବନ୍ଧୀୟ ବଡ ସ୍ଥାନ

କ୍ରମବିବରଣୀନାମ
13ବଡ ଅଫିସ୍ରାଜ୍ୟ ସଚ୍ଚିବାଳୟ (ଭୁବନେଶ୍ଵର)
14ବଡ ବିଶ୍ବବିଦ୍ୟାଳୟଉତ୍କଳ ବିଶ୍ବବିଦ୍ୟାଳୟ
15ବଡ କୃଷି ଫାର୍ମକେନ୍ଦ୍ରୀୟ ଧାନଗବେଷଣା କେନ୍ଦ୍ର
16ବଡ ସ୍କୁଲ୍ରାଣୀହାଟ ହାଇସ୍କୁଲ୍ (କଟକ)
17ବଡ ବାଳିକା ସ୍କୁଲ୍ରେଭେନ୍ସା ବାଲିକା ହାଇସ୍କୁଲ୍
18ବଡ ଷ୍ଟାଡିୟମ୍ବାରବାଟି ଷ୍ଟାଡିଅମ୍

4️⃣ ଯାତାୟାତ, ବଣିଜ୍ୟ ଓ ସ୍ୱାସ୍ଥ୍ୟ ସୁବିଧା

କ୍ରମବିବରଣୀନାମ
19ବଡ ପ୍ଲାଟଫର୍ମଭୁବନେଶ୍ଵର ପ୍ଲାଟଫର୍ମ
20ବଡ ବଣ୍ଟବରମୁଣ୍ଡା (ଭୁବନେଶ୍ଵର)
21ବଡ ବିମାନଘାଟୀବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନଘାଟୀ
22ବଡ ସଂଗ୍ରହାଳୟରାଜ୍ୟ ସଂଗ୍ରହାଳୟ (ଭୁବନେଶ୍ଵର)
23ବଡ ଗୋଦାମକଟକର ମାଲ ଗୋଦାମ
24ବଡ ରେଳଜଙ୍କ୍ସନ୍ଖୋର୍ଦ୍ଧା ରୋଡ୍
25ବଡ ଡାକ୍ତରଖାନାଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ (କଟକ)
26ବଡ ଛାପାଖାନାକଟକ ସରକାରୀ ମୁଦ୍ରଣାଳୟ

✅ ସମାପ୍ତି

ଏହି ତାଲିକାରେ ଓଡିଶାର ବଡ ସହର, ଗ୍ରାମ, ବନ୍ଦର, ବିଶ୍ବବିଦ୍ୟାଳୟ, ଷ୍ଟାଡିୟମ୍, ବିମାନଘାଟୀ, ସଂଗ୍ରହାଳୟ ଓ ସ୍କୁଲ୍ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏକାଠା କରାଗଲା।
ଏହା ଛାତ୍ରଛାତ୍ରୀ, ପ୍ରତିଯୋଗୀତା ପରୀକ୍ଷା ପ୍ରସ୍ତୁତିଜିକେ (General Knowledge) ପାଇଁ ଅତ୍ୟନ୍ତ ଉପକାରୀ।

List of Cities in Odisha

RankCity NamePopulationArea (km²)Density
( inhabitants/km²)
District
1Bhubaneswar885,3631485,978Bhubaneswar
2Cuttack663,1881953,397Cuttack
3Raurkela (Rourkela)552,2391573,513Raurkela
4Brahmapur (Berhampur)356,598794,468Ganjam
5Sambalpur266,271892,975Sambalpur
6Puri200,5641611,910Puri
7Baleshwar (Balasore)177,751682,587Baleshwar
8Bhadrak129,228314,157Bhadrak
9Baripada116,849373,100Mayurbhanj
10Balangir98,238313,160Balangir
11Jharsuguda97,730701,386Jharsuguda
12Jaypur84,830253,275
13Bargarh80,625164,822Bargarh
14Brajarajnagar80,403411,940Jharsuguda
15Rayagada71,208183,818Rayagada
16Bhawanipatna69,045154,483Kalahandi
17Paradip68,585232,937Jagatsinghpur
18Dhenkanal67,414242,716Dhenkanal
19Barbil (Bada Barabil)66,540411,605Kendujhar
20Jatani63,697262,436Khordha
21Kendujhar (Kendujhargarh)60,590262,295Kendujhar
22Byasanagar56,946391,441Jajapur
23Rajagangapur51,362261,963Sundargarh
24Sunabeda50,39476658Koraput region
25Koraput47,46861777Koraput

Read Mahatma Gandhi GK – Click Here

FAQ

What is the name of the big city of Odisha?

କଟକ

What is the name of the big district of Odisha?

ଉ-ସମ୍ବଲପୁର(ଆୟତନ)

What is the name of Odisha’s big district?

ଉ_ଗଞ୍ଜାମ( ଲୋକସଂଖ୍ୟା)

What is the name of Odisha’s biggest radio station?

ଆକାଶବାଣୀ କେନ୍ଦ୍ର(କଟକ)

For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *