
Odisha Static GK MCQ in Odia | 60+ Odisha General Knowledge Questions and Answers
Discover 60+ Odisha Static GK MCQ in Odia with answers. Perfect for OPSC, OSSC, OSSSC, Railway, Banking & Odisha Govt Exams preparation.
Static Odisha GK MCQ in Odia | ଓଡ଼ିଶା ସାଧାରଣ ଜ୍ଞାନ ପ୍ରଶ୍ନ-ଉତ୍ତର
Q1. କେଉଁ ଦେଶର କ୍ଷେତ୍ରଫଳ ଓଡ଼ିଶାର କ୍ଷେତ୍ରଫଳ ସହ ପାଖାପାଖି ସମାନ?
A) Netherland
B) Tunisia
C) Bangladesh
D) Myanmar
Answer : Bangladesh
Q2. ଓଡ଼ିଶାର ମୋଟ କ୍ଷେତ୍ରଫଳ କେତେ?
A) 145,707 km²
B) 155,707 km²
C) 165,707 km²
D) 175,707 km²
Answer : 155,707 km²
Q3. ଓଡ଼ିଶାର ଜାତୀୟ ସଙ୍ଗୀତ କଣ?
A) ଜୟ ଜୟ ହେ
B) ହେ ମୋର ଆପଣାର ଦେଶ
C) ବନ୍ଦେ ଉତ୍କଳ ଜନନୀ
D) ମୋ ଓଡ଼ିଶା
Answer : ବନ୍ଦେ ଉତ୍କଳ ଜନନୀ
Q4. ଓଡ଼ିଶାର ଜାତୀୟ ପଶୁ କିଏ?
A) ଘୋଡ଼ା
B) ବାଘ
C) ସିଂହ
D) ସମ୍ବର
Answer : ସମ୍ବର
Q5. ଓଡ଼ିଶାର ସମୁଦ୍ରତଟ ସମୁଦାୟ କେତେ km?
A) 485 km
B) 585 km
C) 685 km
D) 785 km
Answer : 485 km
Q6. କେଉଁ ପଶୁର ସ୍ତମ୍ଭ ଓଡ଼ିଶାର ସାଙ୍କେତିକ ଭାବେ ଆଦୃତ?
A) ବାଘ
B) ଘୋଡ଼ା
C) ସିଂହ
D) ହରିଣ
Answer : ଘୋଡ଼ା
Q7. ଉତ୍କଳ ଦିବସ କେବେ ପାଳନ କରାଯାଏ?
A) 1st April
B) 1st May
C) 1st June
D) 1st July
Answer : 1st April
Q8. ଓଡ଼ିଶାର ଜାତୀୟ ବୃକ୍ଷ କଣ?
A) ଆମ୍ବ
B) ଅଶ୍ଵସ୍ଥ
C) ଖେଜୁରି
D) ଶାଳ
Answer : ଅଶ୍ଵସ୍ଥ
Q9. ଭିତରକନିକା Mangroves କେବେ ବନ୍ୟଜନ୍ତୁ ସଂରକ୍ଷଣ ପରିସଂସ୍ଥା ରେ ଅନ୍ତର୍ଭୁକ୍ତ ହେଲା?
A) 1952
B) 1962
C) 1975
D) 1999
Answer : 1962
Q10. କେଉଁଠି ଓଡ଼ିଶାର ବୃହତ୍ତମ ସହର?
A) ଭୁବନେଶ୍ୱର
B) କଟକ
C) ରାଉରକେଲା
D) ବ୍ରହ୍ମପୁର
Answer : ଭୁବନେଶ୍ୱର
Q11. ଓଡ଼ିଶା ବିଧାନସଭାରେ କେତୋଟି MLA ସିଟ୍ ରହିଛି?
A) 157
B) 147
C) 31
D) 41
Answer : 147
Q12. କେଉଁଠି ଓଡ଼ିଶାର ଜାତୀୟ ପକ୍ଷୀ?
A) ମାଛରଙ୍କା
B) ବଗ
C) ଘରଚଟିଆ
D) ହଳଦୀ ବସନ୍ତ
Answer : ହଳଦୀ ବସନ୍ତ
Q13. କ୍ଷେତ୍ରଫଳ ଦୃଷ୍ଟିରୁ ଭାରତରେ ଓଡ଼ିଶାର ସ୍ଥାନ କେତେ?
A) ଅଷ୍ଟମ
B) ଦଶମ
C) ନବମ
D) ଏକାଦଶ
Answer : ଅଷ୍ଟମ
Q14. ଅନୁସୂଚିତ ଜନଜାତି ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସ୍ଥାନ (ଭାରତରେ) କେତେ?
A) 2ୟ
B) 3ୟ
C) ଚତୁର୍ଥ
D) 5ମ
Answer : 3ୟ
Q15. କେତୋଟି ରାଜ୍ୟ ସହ ଓଡ଼ିଶା ସୀମାରେଖା ସ୍ଥାପନ କରେ?
A) 4ଟି
B) 5ଟି
C) 6ଟି
D) 7ଟି
Answer : 5ଟି
Q16. ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅବସ୍ଥିତ?
A) ମୟୂରଭଞ୍ଜ
B) ବାଲେଶ୍ଵର
C) କେଉଁଝର
D) ଭଦ୍ରକ
Answer : ମୟୂରଭଞ୍ଜ
Q17. କେଉଁଟି ଓଡ଼ିଶାର ଜାତୀୟ ଫୁଲ?
A) ଗେଣ୍ଡୁ
B) ଗୋଲାପ
C) ଅଶୋକ
D) ଟଗର
Answer : ଅଶୋକ
Q18. ଓଡ଼ିଶା ବିଧାନସଭା କେତେ ସଦନ ବିଶିଷ୍ଟ?
A) 1
B) 2
C) 3
D) କେଉଁଠି ନୁହଁ
Answer : 1
Q19. ଓଡ଼ିଶା ପାଇଁ କେତୋଟି ରାଜ୍ୟସଭା ସିଟ୍ ବ୍ୟବସ୍ଥା ଅଛି?
A) 8
B) 10
C) 12
D) 21
Answer : 10
Q20. ଓଡ଼ିଶାରେ ସମୁଦାୟ କେତୋଟି ଜିଲ୍ଲା ଅଛି?
A) 29
B) 28
C) 30
D) 32
Answer : 30
Q21. ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ?
A) Harekrushna Mahatab
B) Nabakrushna Choudhury
C) Krushna Chandra Gajapati
D) Biswanath Das
Answer : Krushna Chandra Gajapati
Q22. ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ?
A) Biju Pattnaik
B) Biren Mitra
C) Harekrushna Mahatab
D) Nabakrushna Choudhury
Answer : Harekrushna Mahatab
Q23. ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ?
A) George Townsend
B) Sir John Austen Hubback
C) Howthrone Lewis
D) None of these
Answer : Sir John Austen Hubback
Q24. ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ରାଜ୍ୟପାଳ କିଏ?
A) Kailash Nath Katju
B) Fazal Ali
C) Chandulal Trivedi
D) Bhim Sen Sachar
Answer : Kailash Nath Katju
Q25. କିଏ ପ୍ରଥମେ ମହାଭାରତକୁ ଓଡିଆରେ ଅନୁବାଦ କରିଥିଲେ?
A) ସାରଳା ଦାସ
B) ଜୟଦେବ
C) ଅର୍ଜୁନ ଦାସ
D) ଜଗନ୍ନାଥ ଦାସ
Answer : ସାରଳା ଦାସ
Q26. ଓଡ଼ିଶାର official ଭାଷା କେଉଁଟି?
A) ମାଲାୟଲମ୍
B) ସଂସ୍କୃତ
C) ଓଡ଼ିଆ
D) ହିନ୍ଦୀ
Answer : ଓଡ଼ିଆ
Q27. ଓଡ଼ିଶାର ସାକ୍ଷରତାହାର କେତେ?
A) 86.06%
B) 65.26%
C) 73.45%
D) 80.65%
Answer : 73.45%
Q28. ଜନସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ସ୍ଥାନ କେତେ?
A) 4th
B) 7th
C) 9th
D) 11th
Answer : 11th
Q29. ଓଡ଼ିଶାରେ ସମୁଦାୟ କେତୋଟି Dam ରହିଛି?
A) 7
B) 10
C) 22
D) 18
Answer : 7
Q30. ମହିଦ୍ରା Dam କେଉଁ ନଦୀରେ ନିର୍ମିତ?
A) ମହାନଦୀ
B) ସୁବର୍ଣ୍ଣରେଖା
C) ଶଙ୍ଖ
D) ବୁଢ଼ାବଳଙ୍ଗ
Answer : ଶଙ୍ଖ
Q31. ହୀରାକୁଦ Dam କେଉଁ ଜିଲ୍ଲାରେ ଅବସ୍ଥିତ?
A) ବରଗଡ଼
B) କଟକ
C) ସମ୍ବଲପୁର
D) ଝାରସୁଗୁଡ଼ା
Answer : ସମ୍ବଲପୁର
Q32. Patora Dam କେଉଁ ନଦୀରେ ଅଛି?
A) ବୈତରଣୀ
B) ବ୍ରାହ୍ମଣୀ
C) କୋଏଲ
D) ଜୋଙ୍କ ନଦୀ
Answer : ଜୋଙ୍କ ନଦୀ
Q33. ଓଡ଼ିଶାରେ କେତୋଟି National Park ରହିଛି?
A) 19
B) 2
C) 52
D) None of these
Answer : 2
Q34. ଓଡ଼ିଶାରେ ବନ୍ୟଜନ୍ତୁ ସଂରକ୍ଷଣ ପରିସଂସ୍ଥା ସଂଖ୍ୟା କେତେ?
A) 18
B) 24
C) 19
D) 21
Answer : 19
Q35. 2011 ଜନଗଣନା ଅନୁଯାୟୀ ଓଡ଼ିଶାରେ ମହିଳା ସାକ୍ଷରତାହାର କେତେ?
A) 59.12%
B) 64.01%
C) 61.23%
D) 68.51%
Answer : 64.01%
Q36. ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ କେଉଁଟି?
A) ବୈତରଣୀ
B) ମହାନଦୀ
C) ସୁବର୍ଣ୍ଣରେଖା
D) ବ୍ରାହ୍ମଣୀ
Answer : ବ୍ରାହ୍ମଣୀ
Q37. ଆୟତନ ଦୃଷ୍ଟିରୁ ସବୁଠୁ ବଡ଼ ଜିଲ୍ଲା କେଉଁଟି?
A) ସୁନ୍ଦରଗଡ଼
B) ଗଞ୍ଜାମ
C) ମୟୂରଭଞ୍ଜ
D) ସମ୍ବଲପୁର
Answer : ମୟୂରଭଞ୍ଜ
Q38. କେଉଁ ଜିଲ୍ଲାରେ ଓଡ଼ିଶାର ଉଚ୍ଚତମ ପର୍ବତଶ୍ରେଣୀ ଅବସ୍ଥିତ?
A) ନୟାଗଡ଼
B) ଖୋର୍ଦ୍ଧା
C) କୋରାପୁଟ
D) ମାଲକାନଗିରି
Answer : କୋରାପୁଟ
Q39. ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ?
A) ରମାଦେବୀ
B) ନନ୍ଦିନୀ ସତପଥୀ
C) ସୌମ୍ୟା ମିଶ୍ର
D) କୁନ୍ତଳା ସାବତ
Answer : ନନ୍ଦିନୀ ସତପଥୀ
Q40. କେଉଁଠି ଓଡ଼ିଶାର ସୂର୍ଯ୍ୟ କ୍ଷେତ୍ର (Sun Temple)?
A) ପୁରୀ
B) ଲିଙ୍ଗରାଜ
C) କୋଣାର୍କ
D) ବିରଜା କ୍ଷେତ୍ର
Answer : କୋଣାର୍କ
Q41. ସର୍ବନିମ୍ନ ଶିଶୁ ଜନସଂଖ୍ୟାରେ କେଉଁ ଜିଲ୍ଲା ଆଗୁଆ?
A) ବୌଦ୍ଧ
B) ନୂଆପଡା
C) ଦେବଗଡ଼
D) କଳାହାଣ୍ଡି
Answer : ଦେବଗଡ଼
Q42. କେଉଁ ଜିଲ୍ଲାରେ ଗ୍ରାମାଞ୍ଚଳ ଜନସଂଖ୍ୟା ସର୍ବାଧିକ?
A) ବୌଦ୍ଧ
B) କଳାହାଣ୍ଡି
C) କଟକ
D) ପୁରୀ
Answer : ବୌଦ୍ଧ
Q43. ପ୍ରସିଦ୍ଧ ଚୈତ୍ର ଯାତ୍ରା ପର୍ବ କେଉଁ ମନ୍ଦିରରେ ପାଳନ କରାଯାଏ?
A) ସମଲେଶ୍ଵରୀ ମନ୍ଦିର
B) ତାରାତାରିଣୀ ମନ୍ଦିର
C) ବ୍ରହ୍ମେଶ୍ଵର ମନ୍ଦିର
D) ଘଟଗାଁ ତାରିଣୀ
Answer : ତାରାତାରିଣୀ ମନ୍ଦିର
Q44. ଓଡ଼ିଶା ସରକାରଙ୍କ “ମମତା” ଯୋଜନାର ମୂଳ ଲକ୍ଷ୍ୟ କଣ?
A) ମା ଓ ଶିଶୁ ମୃତ୍ୟୁହାର କମେଇବା
B) କୃଷକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା
C) ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କୁ ଶିକ୍ଷା
D) କେଉଁଠି ନୁହଁ
Answer : ମା ଓ ଶିଶୁ ମୃତ୍ୟୁହାର କମେଇବା
Q45. ପାରାଦୀପ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ?
A) ପୁରୀ
B) କେନ୍ଦ୍ରାପଡ଼ା
C) ଜଗତସିଂହପୁର
D) କଟକ
Answer : ଜଗତସିଂହପୁର
Q46. ‘ଦରଦୀ କବି’ କିଏ?
A) ବିଶ୍ୱନାଥ କର
B) ନନ୍ଦକିଶୋର ବଳ
C) ଗୋପବନ୍ଧୁ ଦାସ
D) ଜଗନ୍ନାଥ ପାଣି
Answer : ବିଶ୍ୱନାଥ କର
Q47. ‘କଥାଶିଳ୍ପୀ’ କିଏ?
A) ମାୟାଧର ମାନସିଂହ
B) ସୁରେନ୍ଦ୍ର ମହାନ୍ତି
C) ପ୍ରାଣକୃଷ୍ଣ ପରିଜା
D) ଯଦୁମଣି ମହାପାତ୍ର
Answer : ସୁରେନ୍ଦ୍ର ମହାନ୍ତି
Q48. ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (NLU) ଓଡ଼ିଶାରେ କେଉଁ ସହରରେ ଅଛି?
A) କଟକ
B) ଭୁବନେଶ୍ୱର
C) ପୁରୀ
D) ବୁର୍ଲା
Answer : କଟକ
Q49. ପ୍ରସିଦ୍ଧ ଦାରିଙ୍ଗିବାଡି ପର୍ବତମାଳା କେଉଁ ଜିଲ୍ଲାରେ ଅବସ୍ଥିତ?
A) ମାଲକାନଗିରି
B) କୋରାପୁଟ
C) କନ୍ଧମାଳ
D) କଳାହାଣ୍ଡି
Answer : କନ୍ଧମାଳ
Q50. ସୁବର୍ଣ୍ଣରେଖା ନଦୀ କେଉଁ କେଉଁ ଜିଲ୍ଲାରେ ପ୍ରବାହିତ?
A) ଭଦ୍ରକ
B) ବାଲେଶ୍ୱର
C) ମୟୂରଭଞ୍ଜ
D) ଉଭୟ B ଓ C
Answer : ବାଲେଶ୍ୱର ଓ ମୟୂରଭଞ୍ଜ
Q51. ଓଡ଼ିଶା ଉପକୂଳରେ କେତୋଟି ଜିଲ୍ଲା ଅଛି?
A) 5
B) 6
C) 7
D) 4
Answer : 7
Q52. ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା କେଉଁ ଜିଲ୍ଲାରେ ହୁଏ?
A) ଢେଙ୍କାନାଳ
B) ବରଗଡ଼
C) ବଲାଙ୍ଗୀର
D) ଯାଜପୁର
Answer : ବରଗଡ଼
Q53. ଖାରବେଳ କେଉଁ ବଂଶର ରାଜା ଥିଲେ?
A) ଗଜପତି ବଂଶ
B) ଭଞ୍ଜ ବଂଶ
C) ଚେଦୀ ବଂଶ
D) କେଉଁଠି ନୁହଁ
Answer : ଚେଦୀ ବଂଶ
Q54. କେଉଁ ଜିଲ୍ଲାର ସାକ୍ଷରତା ହାର ସର୍ବାଧିକ?
A) ବାଲେଶ୍ୱର
B) ଖୋର୍ଦ୍ଧା
C) କଟକ
D) ଭଦ୍ରକ
Answer : ବାଲେଶ୍ୱର
Q55. ଗହୀରମଥା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅଛି?
A) ପୁରୀ
B) କେନ୍ଦ୍ରାପଡ଼ା
C) ଗଞ୍ଜାମ
D) ଖୋର୍ଦ୍ଧା
Answer : କେନ୍ଦ୍ରାପଡ଼ା
Q56. ଉପକୂଳବର୍ତ୍ତୀ କେଉଁ ମୃତ୍ତିକା ଅଧିକ ପରିମାଣରେ ମିଳେ?
A) ଦୋରସା
B) ପଟୁ
C) କୃଷ୍ଣ କର୍ପାସ
D) ଲୋହିତ
Answer : ଦୋରସା
Q57. କେଉଁ ଜିଲ୍ଲାରେ ଅଧିକ ଧାନ ଚାଷ ହୁଏ?
A) ଗଞ୍ଜାମ
B) ମୟୂରଭଞ୍ଜ
C) ବରଗଡ଼
D) ବାଲେଶ୍ୱର
Answer : ବରଗଡ଼
Q58. ଓଡ଼ିଶାର ସମୁଦାୟ ଜନସଂଖ୍ୟାର କେତେ % ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି?
A) 39.98%
B) 20.65%
C) 28.85%
D) 25.15%
Answer : 39.98%
Q59. କେଉଁ ଜିଲ୍ଲାରେ ଅଧିକ ଅନୁସୂଚିତ ଜନଜାତି ରହିଛି?
A) ମୟୂରଭଞ୍ଜ
B) କନ୍ଧମାଳ
C) ମାଲକାନଗିରି
D) ସୁନ୍ଦରଗଡ଼
Answer : କନ୍ଧମାଳ
Q60. ପଞ୍ଚାୟତ ସମିତିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କିଏ?
A) ସରପଞ୍ଚ
B) ଗୋଷ୍ଠୀ ଉନ୍ନୟନ ଅଧିକାରୀ
C) ଜିଲ୍ଲାପରିଷଦ
D) ମେୟର
Answer : ଗୋଷ୍ଠୀ ଉନ୍ନୟନ ଅଧିକାରୀ
Odisha Static GK Video
Odisha Static GK
Odisha Static GK | Click Here |
Visit Our Questions and Answers Page | Click Here |
Odisha Static GK, Odisha Static GK,