
Free Science Question Class 9 MCQ Part 1 in ଓଡ଼ିଆ
Free Science Question Class 9 MCQ Part 1 in Odia
free science question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
free Science Question class 9 MCQ
ବିଜ୍ଞାନ
ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25
1. ………….ପଞ୍ଚତତ୍ତ୍ୱ ଅଂଶ ନୁହେଁ।
ମାଟି ଜଳ ଅଗ୍ନି ଚନ୍ଦ୍ର
ଚନ୍ଦ୍ର
#2. ନିମ୍ନଲିଖିତ ମଧ୍ୟରୁ ……… ଏକ ପଦାର୍ଥ ନୁହେଁ।
କାଠ ବାୟୁ ଗନ୍ଧ ଜଳ
ଗନ୍ଧ
#3. ତାପମାତ୍ରା ବୃଦ୍ଧି ହେଲେ କଣିକାମାନଙ୍କର……….ବୃଦ୍ଧି ହୁଏ
ବସ୍ତୁତ୍ୱ ଆକାର ଗତିଜ ଶକ୍ତି ଆକର୍ଷଣ
ଗତିଜ ଶକ୍ତି
#4. କଣିକା କଣିକା ମଧ୍ୟରେ …….. ଥିବାରୁ ଅନ୍ୟ କଣିକାମାନେ ଅବସ୍ଥାପିତ ହୋଇଯାଆନ୍ତି।
ଆକର୍ଷଣ ବଳ ଗତିଜ ଶକ୍ତି ବସ୍ତୁତ୍ଵ ଫାଙ୍କାସ୍ଥାନ
ଫାଙ୍କାସ୍ଥାନ
#5. ……….ମଧ୍ୟ ରେ ଗ୍ୟାସ୍ ର ବିସରଣ ଅଧିକ ହେବ।
ଲୁହା ବାୟୁ ଜଳ ବରଫ
ବାୟୁ
#6. ନିମସ୍ଥ ମଧ୍ୟରୁ ………ଏକ କଠିନ ପଦାର୍ଥ ନୁହେଁ।
ସ୍ପଞ୍ଜ ପାରଦ ରବର ବ୍ୟାଣ୍ଡ ଚିନି
ପାରଦ
#7. ତରଳ ପଦାର୍ଥ ……….. କୁହାଯାଏ।
ସଂବାହୀ କୁବାହୀ ପ୍ରବାହୀ ସୁବାହୀ
ପ୍ରବାହୀ
#8. ପଦାର୍ଥର ପ୍ରାବସ୍ଥା ପରିବର୍ତ୍ତନ ପାଇଁ ବ୍ୟବହୃତ ତାପକୁ …………. କୁହାଯାଏ।
ସୁପ୍ତତାପ ଗୁପ୍ତତାପ ସ୍ଵଳ୍ପତାପ
ଗୁପ୍ତତାପ
#9. ନିମ୍ନସ୍ଥ ମଧ୍ୟରୁ ……. ଏକ ଉର୍ଦ୍ଧ୍ଵପାତୀ ପଦାର୍ଥ।
ଜଳ ମହମ କର୍ପୂର ଚିନି
କର୍ପୂର
#10. ପଦାର୍ଥର ……….. ଅବସ୍ଥା ଅତି ଶକ୍ତିଶାଳୀ ଓ ଉତ୍ତେଜିତ କଣିକା ମାନଙ୍କୁ ନେଇ ଗଠିତ।
କଠିନ ତରଳ ଗ୍ୟାସୀୟ ପ୍ଲାଜମା
ପ୍ଲାଜମା
#11. ବାଷ୍ପୀଭବନର ବେଗ କାହା ଉପରେ ନିର୍ଭର କରେ ନାହିଁ?
ତାପମାତ୍ରା ଆର୍ଦ୍ରତା ପବନର ବେଗ ଚାପ
ଚାପ
#12. କେଉଁ ପ୍ରକ୍ରିୟାରେ ପଦାର୍ଥ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥା କୁ ରୂପାନ୍ତରିତ ହୋଇଥାଏ?
ବାଷ୍ପୀଭବନ ବିଗଳନ ଉର୍ଦ୍ଧ୍ଵପାତନ ତରଳନ
ଉର୍ଦ୍ଧ୍ଵପାତନ
#13. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଚାପର ଏକକ ଅଟେ?
କେଲ୍ ଭିନ୍ ନିଉଟନ୍ ପାସ୍ କାଲ୍ କି. ଗ୍ରା./ ମିଟର
ପାସ୍ କାଲ୍
#14. ନିମ୍ନୋକ୍ତ ମଧ୍ୟରୁ କେଉଁ ଗ୍ୟାସ୍ରୁ ଶୁଷ୍କ ବରଫ ପ୍ରସ୍ତୁତ କରାଯାଏ ?
ଅମ୍ଳଜାନ ଉଦ୍ଜାନ ଅଙ୍ଗାରକାମ୍ଳ ଏମୋନିଆ
ଅଙ୍ଗାରକାମ୍ଳ
#15. ରୋଷେଇ ପାଇଁ ବ୍ୟବହୃତ ପେଟ୍ରୋଲିୟମ୍ ଗ୍ୟାସ୍ କେଉଁ ଅବସ୍ଥାରେ ଥାଏ?
କଠିନ ତରଳ ଗ୍ୟାସୀୟ ପ୍ଲାଜମା
ତରଳ
#16. ନଖରୁ ପଲିସ୍ ଛଡ଼ାଇବା ପାଇଁ କ’ଣ ବ୍ୟବହୃତ ହୁଏ?
ମିଥାନଲ୍ ଭିନେଗାର୍ ଏସିଟୋନ୍ ତରଳ ଏମୋନିଆ
ଏସିଟୋନ୍
#17. ବାଷ୍ପୀଭବନ ଏକ କି ପ୍ରକାର ପରିଘଟଣା ?
ଚାପ ଥପନଭିତ୍ତିକ ପୃଷ୍ଠଭିତ୍ତିକ ଆୟତନଭିତ୍ତିକ
ପୃଷ୍ଠଭିତ୍ତିକ
#18. ଅଣୁ-ଅଣୁ ମଧ୍ୟରେ ଆକର୍ଷଣ ବଳ କେଉଁପରି ପଦାର୍ଥ କ୍ଷେତ୍ରରେ ସର୍ବାଧିକ?
କଠିନ ତରଳ ଗ୍ୟାସୀୟ ପ୍ଲାଜମା
କଠିନ
#19. ତରଳପଦାର୍ଥର ବାଷ୍ପୀଭବନ କ’ଣ ସୃଷ୍ଟି କରେ ?
ଉଚ୍ଚତାପ ଉଚ୍ଚଚାପ ଶୁଷ୍କତା ଆର୍ଦ୍ରତା
ଆର୍ଦ୍ରତା
#20. ପଦାର୍ଥର ଅବସ୍ଥା ପରିବର୍ତ୍ତନ ବେଳେ ଆବଶ୍ୟକୀୟ ତାପକୁ କ’ଣ କୁହାଯାଏ?
ଉତ୍ତାପ ଶୁଷ୍କତାପ ବିଶିଷ୍ଟ ତାପ ତାପମାତ୍ରା
ଶୁଷ୍କତାପ
#21. ଅତିକମ୍ ସାନ୍ଦ୍ରତାରେ କୌଣସି ଏକ ଗ୍ୟାସ୍ କୁ ଅତ୍ୟଧିକ ଥଣ୍ଡାକଲେ ଏହା କେଉଁ ଭୌତିକ ଅବସ୍ଥା ପ୍ରାପ୍ତ ହେବ?
ବୋଷ ଆଇନ୍ ଷ୍ଟାଇନ୍ ସଂଘଟିତ ଅବସ୍ଥା ପ୍ଲାଜମା ଅବସ୍ଥା କଠିନ ଅବସ୍ଥା ତରଳ ଅବସ୍ଥା
ବୋଷ ଆଇନ୍ ଷ୍ଟାଇନ୍ ସଂଘଟିତ ଅବସ୍ଥା
#22. ବରଫ ତରଳିବା ବେଳେ ତାହାର କ’ଣ ପରିବର୍ତ୍ତନ ହୁଏ ନାହିଁ?
ଆକାର ଆକୃତି ତାପମାତ୍ରା ସାନ୍ଦ୍ରତା
ତାପମାତ୍ରା
#23. ବାଷ୍ପୀଭବନକୁ ପ୍ରଭାବିତ କରୁଥିବା ……….. ଏକ କାରକ ନୁହେଁ।
ଚାପ ବୃଦ୍ଧି ତରଳ ଗ୍ୟାସୀୟ ପ୍ଲାଜମା
ଚାପ ବୃଦ୍ଧି
#24. ପିତ୍ତଳରେ …………. ଉପାଦାନଟିର ପରିମାଣ ଅଧିକ ।
କପର ଜିଙ୍କ୍ ଟିନ୍ ଆଇରନ୍
କପର
#25. …………ର ଔଜ୍ଜଲ୍ଯ ଥାଏ।
ଧାତୁ ଅଧାତୁ ଉପଧାତୁ ମିଶ୍ରଧାତୁ
ଧାତୁ
#26. କଳା କାଳିରୁ ………… ପଦ୍ଧତି ଦ୍ଵାରା ରଞ୍ଜକର ପୃଥକୀକରଣ ହୁଏ।
ପାତନ ଉର୍ଦ୍ଧ୍ଵପାତନ କ୍ରୋମାଟୋଗ୍ରାଫି ଆଂଶିକ ପାତନ
କ୍ରୋମାଟୋଗ୍ରାଫି
#27. ………..ଧାତୁ ସାଧାରଣ ତାପମାତ୍ରାରେ ତରଳ ଭାବେ ରହିଥାଏ।
ସୋଡିୟମ୍ ପୋଟାସିୟମ ପାରଦ ଲୌହ
ପାରଦ
free Science Question class 9 MCQ
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
free Science Question class 9 MCQ
Not sure how to start preparing science question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

This quiz no longer exists
Related Article :






