
Free Science Question Class 9 MCQ Part 2 in ଓଡ଼ିଆ
Free Science Question Class 9 MCQ Part 2 in Odia
free science question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
free Science Question class 9 MCQ
ବିଜ୍ଞାନ
ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25
#1. ବୋରନ୍ ହେଉଛି ଗୋଟିଏ ……… ।
- ଧାତୁ
- ଅଧାତୁ
- ଉପଧାତୁ
- ମିଶ୍ରଧାତୁ
ଉପଧାତୁ
#2. ସାଧାରଣ ତାପମାତ୍ରାରେ ………….. ଅଧାତୁ ତରଳ ଅବସ୍ଥାରେ ରହିଥାଏ।
- କ୍ଲୋରିନ
- ଫ୍ଳୋରିନ୍
- ବ୍ରୋମିନ୍
- ଆୟୋଡିନ୍
ବ୍ରୋମିନ୍
#3. ସାଧାରଣ ତାପମାତ୍ରାରେ ……… ଟି ମୌଳିକ ଗ୍ୟାସୀୟ ଅବସ୍ଥାରେ ଥା ‘ନ୍ତି।
- 8
- 9
- 10
- 11
11
#4. ବୈଜ୍ଞାନିକ ………….. ସର୍ବ ପ୍ରଥମେ ମୌଳିକ ଶବ୍ଦଟି ବ୍ୟବହାର କରିଥିଲେ।
- ଲରେଣ୍ଟ ଲାଭୋସିୟର୍
- ରବର୍ଟ ବୟେଲ
- ଜନ୍ ଡାଲଟନ୍
- ନିଲସ୍ ବୋର୍
ରବର୍ଟ ବୟେଲ
#5. ……….ପଦ୍ଧତି ରେ ନିଶାଦ୍ରବ୍ୟ କୁ ରକ୍ତରୁ ଅଲଗା କରାଯାଏ।
- ଆଂଶିକ ପାତନ
- କେନ୍ଦ୍ରାପସାରଣ
- କ୍ରୋମାଟୋଗ୍ରାଫି
- ସ୍ଫଟିକୀକରଣ
କ୍ରୋମାଟୋଗ୍ରାଫି
#6. ଲୁଗାସଫା ମେସିନ୍ ରେ ଓଦା ଲୁଗା ରୁ ଜଳ ଅପସାରଣ କରିବା ପାଇଁ ……… ପଦ୍ଧତି ପ୍ରୟୋଗ କରାଯାଏ।
- ଆଂଶିକ ପାତନ
- କେଦ୍ରାପସାରଣ
- କ୍ରୋମାଟୋଗ୍ରାଫି
- ସ୍ଫଟିକୀକରଣ
କେଦ୍ରାପସାରଣ
#7. ପରିସ୍ରବଣ ପଦ୍ଧତିରେ କାହାର ଦ୍ରାବକରୁ ଦ୍ରବକୁ ପୃଥକ୍ କରାଯାଇପାରେ?
- ଦ୍ରବଣ
- କଲଏଡ
- ସସ୍ ପେନ୍ ସନ୍
- କେଉଁଟି ନୁହେଁ
ସସ୍ ପେନ୍ ସନ୍
#8. କେଉଁଟି କଲ୍ ଏଡ୍ ନୁହେଁ?
- ରକ୍ତ
- କ୍ଷୀର
- ମୁହଁଲଗା କ୍ରିମ
- ଚୂନପାଣି
ଚୂନପାଣି
#9. କେଉଁଟି ସମଜାତୀୟ ମିଶ୍ରଣ ନୁହେଁ?
- ଚିନିପାଣି
- କ୍ଷୀର
- ଗ୍ଲୁକୋଜ ପାଣି
- ଲୁଣ ପାଣି
କ୍ଷୀର
#10. କେଉଁ ପଦ୍ଧତିରେ କଲ୍ ଏଡ୍ କଣିକା ଗୁଡ଼ିକୁ ପଦ୍ଧତିରେ ଦ୍ରବଣରୁ ଅଲଗା କରାଯାଏ?
- ପରିସ୍ରବଣ
- କେଦ୍ରାପସାରଣ
- ପାତନ
- ଆଂଶିକ ପାତନ
କେଦ୍ରାପସାରଣ
#11. କଲ୍ଏଡ ମଧ୍ୟରେ ଆଲୋକର ଗତିପଥ ଦେଖାଯିବାକୁ କେଉଁ ପ୍ରଭାବ କୁହାଯାଏ?
- ରଣ୍ଟଜେନ୍
- ରମଣ
- ଟାଇଣ୍ଡାଲ
- ବୋଷ
ଟାଇଣ୍ଡାଲ
#12. କଲ ଏଡ୍ ଦ୍ରବଣର ଉପାଦାନ ଗୁଡ଼ିକ ହେଲା ……….. ଓ ବିକ୍ଷେପଣ ମାଧ୍ୟମ।
- ବିକ୍ଷେପିତ ଅବସ୍ଥା
- ବିକ୍ଷେପଣ ଅବସ୍ଥା
- ବିକ୍ଷେପିତ ପ୍ରାବସ୍ଥା
- ବିକ୍ଷେପଣ ପ୍ରାବସ୍ଥା
ବିକ୍ଷେପିତ ପ୍ରାବସ୍ଥା
#13. ତେଲ ଓ ଜଳର ମିଶ୍ରଣକୁ ଉପାଦାନ ଗୁଡ଼ିକୁ କାହା ସାହାଯ୍ୟ ରେ ପୃଥକ କରାଯାଏ।
- ଆଂଶିକ ପାତନ ସ୍ତମ୍ଭ
- କେନ୍ଦ୍ରାପସାରୀ ଯନ୍ତ୍ର
- ପୃଥକ୍ କାରୀ ଫନେଲ୍
- କେଉଁଟି ନୁହେଁ
ପୃଥକ୍ କାରୀ ଫନେଲ୍
#14. କଲ ଏଡ୍ କଣିକା ଗୁଡ଼ିକୁ ଦ୍ରବଣ ରୁ କେଉଁ ପଦ୍ଧତି ରେ ଅଲଗା କରିହେବ?
- ବାଷ୍ପୀକରଣ ପଦ୍ଧତି
- ସ୍ବତନ୍ତ୍ର କେଦ୍ରାପସରଣ ପଦ୍ଧତି
- ରିସ୍ରବଣ ପଦ୍ଧତି
- ପାତନ ପଦ୍ଧତି
ସ୍ବତନ୍ତ୍ର କେଦ୍ରାପସରଣ ପଦ୍ଧତି
#15. କେଉଁଟି ଏକ ସୋଲ?
- କ୍ଷୀର କ୍ରିମ୍
- କ୍ଷୀର
- କାଦୁଅ
- ଛେନା
କାଦୁଅ
#16. ଲୁଣ ପାଣିରୁ ଲୁଣ ପାଇବା ପାଇଁ କେଉଁ କେଉଁ ପୃଥିକୀକରଣ ପଦ୍ଧତି ଆବଶ୍ୟକ?
- ବାଷ୍ପୀକରଣ ଓ ସ୍ଫଟିକୀକରଣ
- ପାତନ ଓ ଉର୍ଦ୍ଧ୍ୱପାତନ
- କ୍ରୋମାଟୋଗ୍ରାଫି ଓ କେନ୍ଦ୍ରାପସରଣ
- ପରିସ୍ରବଣ ଓ ସ୍ଫଟିକୀକରଣ
ବାଷ୍ପୀକରଣ ଓ ସ୍ଫଟିକୀକରଣ
#17. ତରଳ ଚାହାରୁ କିପରି ବଳକା ଚାହାପତି ପାଇପାରିବା?
- କେନ୍ଦ୍ରାପସରଣ
- ପାତନ ପଦ୍ଧତିଦ୍ଵାରା
- ପରିସ୍ରବଣ ପଦ୍ଧତିଦ୍ଵାରା
- ଉର୍ଦ୍ଧ୍ୱପାତନ ପଦ୍ଧତିଦ୍ଵାରା
ପରିସ୍ରବଣ ପଦ୍ଧତିଦ୍ଵାରା
#18. ବାଲିରୁ ଲୁହା ପିନ୍ କୁ ଅଲଗା କରିବା ପାଇଁ କେଉଁ ପୃଥକୀକରଣ ପଦ୍ଧତି ଆବଶ୍ୟକ?
- କେନ୍ଦ୍ରାପସରଣ
- କୁଲାରେ ପାଛୁଡିବା ଦ୍ବାରା
- ଚାଲୁଣିରେ ଚଳାଇବା ଦ୍ବାରା
- ଚୁମ୍ବକ ଦ୍ବାରା
ଚୁମ୍ବକ ଦ୍ବାରା
#19. ତେଲ ଓ ଜଳର ମିଶ୍ରଣକୁ ତେଲ ପାଇବା ପାଇଁ କେଉଁ ଉପକରଣଟି ନିଶ୍ଚିତ ଆବଶ୍ୟକ?
- ଫନେଲ୍
- ପୃଥକକାରୀ ଫନେଲ୍
- ଲମ୍ବାନଳୀ ଯୁକ୍ତ ଫନେଲ୍
- ବେସିନ୍
ପୃଥକକାରୀ ଫନେଲ୍
#20. ସେଣ୍ଟ୍ରିଂଫ୍ୟୁଜି ଯନ୍ତ୍ରର କାମ ନିମ୍ନସ୍ଥ କେଉଁ ଉପକରଣଟି କରିପାରିବ ?
- ହେମଦସ୍ତା
- ବିକର
- ମନ୍ଥନଦଣ୍ଡ
- ପୃଥକ୍ କାରୀ ଫନେଲ୍
ମନ୍ଥନଦଣ୍ଡ
#21. ଦୁଇଟି ପାଖାପାଖି ସ୍ଫୁଟନାଙ୍କ ବିଶିଷ୍ଟ ତରଳ ପଦାର୍ଥ ମିଶି କରିଥିଲେ କେଉଁ ପଦ୍ଧତି ରେ ଉପାଦାନ ଗୁଡ଼ିକ ପୃଥକ୍ କରିହେବ?
- ପାତନ ପଦ୍ଧତି
- ଉର୍ଦ୍ଧ୍ଵପାତନ ପଦ୍ଧତି
- ଆଂଶିକ ପାତନ ପଦ୍ଧତି
- କେନ୍ଦ୍ରାପସରଣ ପଦ୍ଧତି
ପାତନ ପଦ୍ଧତି
#22. ମିଲ୍ କ୍ ଅଫ୍ ମ୍ୟାଗ୍ନେସିଆ କେଉଁ କେଉଁ ପଦାର୍ଥର ମିଶ୍ରଣ ?
- କଠିନ-କଠିନ
- କଠିନ,ତରଳ
- ତରଳ, ଗ୍ୟାସ୍
- ତରଳ,ତରଳ
କଠିନ,ତରଳ
#23. କେଉଁଟି ଏକ ତରଳ ଓ ଗ୍ୟାସ୍ ମିଶ୍ରିତ ଏରୋସାଲ୍?
- ଧୂଆଁ
- ମଟରଗାଡିରୁ ନିର୍ଗତ ବାଷ୍ପ
- କାଦୁଅ
- ଘନକୁହୁଡି
ଘନକୁହୁଡି
#24. ଖିଅର ହେବା କ୍ରିମ୍ ଏକ କି ପ୍ରକାର କଲ୍ ଏଡ୍ ?
- ଫୋମ୍
- ସୋଲ୍
- ଜେଲ୍
- କଠିନ ସୋଲ
ଫୋମ୍
#25. କେଉଁଟି ଏକ ଉପଧାତୁ ନୁହେଁ?
- ବୋରନ୍
- ସିଲିକନ୍
- ଜର୍ମାନିୟମ୍
- କାର୍ବନ
କାର୍ବନ
#26. ସର୍ବପ୍ରଥମେ ମୌଳିକ ଶବ୍ଦଟିଏ କିଏ ବ୍ୟବହାର କରିଥିଲେ?
- ଲରେଣ୍ଟ ଲାଭୋଇସିୟର୍
- ରବର୍ଟ ବୟେଲ୍
- ଜନ୍ ଡାଲ୍ ଟନ୍
- ନିଲସ୍ ବୋର୍
ରବର୍ଟ ବୟେଲ୍
#27. ସାଧାରଣ ତାପମାତ୍ରାରେ କେତୋଟି ମୌଳିକ ଗ୍ୟାସୀୟ ଅବସ୍ଥାରେ ଥାଆନ୍ତି?
- 11
- 4
- 56
- 20
11
#28. ସାଧାରଣ ତାପମାତ୍ରାରୁ ଅଳ୍ପ ଅଧିକ ତାପମାତ୍ରାରେ କେଉଁ କେଉଁ ମୌଳିକ ତରଳ ଅବସ୍ଥା ପ୍ରାପ୍ତ ହୁଅନ୍ତି?
- ବେରିଲିୟମ୍,ବୋରନ୍
- ବୋରନ୍, ସିଲିକନ୍
- ଗାଲିୟମ୍ ,ସିଜିୟମ୍
- ଟେଲୁରିୟମ୍,ପୋଲୋନିୟମ୍
ଗାଲିୟମ୍ ,ସିଜିୟମ୍
free Science Question class 9 MCQ
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
free Science Question class 9 MCQ
Not sure how to start preparing science question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

This quiz no longer exists
Related Article :






