World 10 Largest Population Countries ପୃଥିବୀର ସର୍ବାଧିକ ୧୦ଟି ଜନବହୁଳ ଦେଶ

ଦେଶ ଲୋକସଂଖ୍ୟା ଚୀନ୍ ୧,୩୯,୭୯,୫୫,୦୦୦ ଭାରତ ୧,୩୪,୦୮,୦୯,୦୦୦ ଯୁକ୍ତରାଷ୍ଟ୍ର ଆମେରିକା ୩୨,୭୦,୮୭,୦୦୦ ଇଣ୍ଡୋନେସିଆ ୨୬,୨୭,୬୩,୦୦୦ ବ୍ରାଜିଲ ୨୧,୨୧,୬୧,୦୦୦ ପାକିସ୍ତାନ ୧୯,୪୧,୧୦,୦୦୦ ନାଇଜେରିଆ ୧୮,୬୩,୮୮,୦୦୦ ବାଙ୍ଗଲାଦେଶ ୧୬,୪୯,୧୯,୦୦୦ ଋଷିଆ ୧୪,୪୦,୧୯,୦୦୦

World Biggest Country by Area ପୃଥିବୀର ବୃହତ୍ତମ ରାଷ୍ଟ୍ର (ଆୟତନରେ)

ଦେଶର ନାମ କ୍ଷେତ୍ରଫଳ ( ବର୍ଗ କି.ମି.) ଅବସ୍ଥିତି ଋଷିଆ ୧୭,୦୯୮,୨୪୬ ୟୁରୋପ – ଏସିଆ କାନାଡା ୯୯,୮୪,୬୭୦ ଉତ୍ତର ଆମେରିକା ଚୀନ୍ ୯୫,୭୨,୯୦୦ ଏସିଆ ଯୁକ୍ତରାଷ୍ଟ୍ର ଆମେରିକା ୯୫,୨୬,୪୬୮ ଉତ୍ତର ଆମେରିକା ବ୍ରାଜିଲ ୮୫,୧୫,୭୬୭ ଦକ୍ଷିଣ ଆମେରିକା ଅଷ୍ଟ୍ରେଲିଆ ୭୬,୯୨,୦୨୪ ଦକ୍ଷିଣ ପାସିଫିକ୍ ଭାରତ ୩୨,୮୭,୨୬୩ ଏସିଆ ଆର୍ଜେଣ୍ଟିନା ୨୭,୮୦,୪୦୦ ଦକ୍ଷିଣ ଆମେରିକା କାଜାକିସ୍ତାନ…

Smallest Countries in the World by Population ପୃଥିବୀର ସର୍ବନିମ୍ନ ଜନସଂଖ୍ୟା ବିଶିଷ୍ଟ ଦେଶ

Smallest Countries in the World by Population ଦେଶର ନାମ ଜନସଂଖ୍ୟା ଭାଟିକାନ୍ ୧୦୦୦ ତୁଭାଲୁ ୧୦,୦୦୦ ନାଉରୁ ୧୦,୦୦୦ ପାଲାଉ ୨୨,୦୦୦ ସାନ ମାରିନୋ ୩୨,୦୦୦ ମୋନାକୋ ୩୮,୦୦୦ ଲିଚେନଷ୍ଟାଇନ୍ ୩୮,୦୦୦ ସେଣ୍ଟକିଟ୍ ସ ୫୭,୦୦୦ ମାର୍ଶାଲ ଦ୍ବୀପ ୫୨,୦୦୦

List of Canals in the world ପୃଥିବୀର କେନାଲ

କେନାଲର ନାମ ଦୈର୍ଘ୍ୟ ( କି.ମି. )  ଅବସ୍ଥିତ ବଲଟି ମୋରେ ୨୨୭ ବଲଟିକ୍ ସାଗର ଗୋଟ୍ଟା ୧୮୫ ସ୍ଵିଡେନ୍ ସୁଏଜ ୧୬୯ ଇଜିପ୍ଟ ଭଲ୍ ଗା ମସ୍କୋ ୧୨୯ ଋଷିଆ କାଏଲ ୯୮ ଜର୍ମାନୀ ଭଲଗାଡନ୍ ୯୭ ଋଷିଆ ଏଲବି ଟ୍ରେଭ ୬୬ ଜର୍ମାନୀ ପାନାମା ୫୮ କେନ୍ଦ୍ର ଆମେରିକା ମାଞ୍ଚେଷ୍ଟର ୫୭ ଇଂଲଣ୍ଡ