Free History Question Class 9 MCQ Part 5 in ଓଡ଼ିଆ
Free History Question Class 9 MCQ Part 5 in Odia
free history question class 9 MCQ: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.
free History Question class 9 MCQ
ଇତିହାସ
ଶ୍ରେଣୀ – ନବମ
ପ୍ରଶ୍ନ ସଂଖ୍ୟା – 25
#1. କେଉଁ ଗୋଷ୍ଠୀରେ ସର୍ବାଧିକ ପ୍ରାଣୀ ଅନ୍ତର୍ଭୁକ୍ତ?ଏନିଲିଡା
ମୋଲୁସ୍କା ଏନିଲିଡା ଆରଥ୍ରୋପଡା ନିମାଟୋଡା
ଆରଥ୍ରୋପଡା
#2. ମନୁଷ୍ଯର ବୈଜ୍ଞାନିକ ନାମର ଜିନ୍ ସ୍ ଟି କ’ଣ?
ହୋମୋ ମ୍ୟାନ୍ ସାପିଏନ୍ ଇରେକ୍ଟସ୍
ହୋମୋ
#3. ମଟର ଗଛର ବୈଜ୍ଞାନିକ ନାମର ସ୍ପିସିସ୍ଟି କ’ଣ?
ପାଇସମ୍ ଓରାଇଜା ଭାଇଭାକ୍ଟ ସାଟିଭମ୍
ସାଟିଭମ୍
#4. କେଉଁଟି ପ୍ଲାଣ୍ଟିର ଅନ୍ତର୍ଭୁକ୍ତ ?
ଆଞ୍ଜିଓସ୍ପର୍ମ ଏକାଇନୋଡର୍ମା ହୁକାୱର୍ମ ପୋରିଫେରା
ଆଞ୍ଜିଓସ୍ପର୍ମ
#5. ୧୯୧୭ ମସିହାରେ ପ୍ରଥମେ ବିଶ୍ଵଯୁଦ୍ଧରୁ କେଉଁ ଦେଶ ପ୍ରଥମେ ଓହରି ଯାଇଥିଲା ?
ଫ୍ରାନ୍ସ ସ୍ପେନ୍ ସର୍ବିଆ ରୁଷ୍
ରୁଷ୍
#6. ନିମ୍ନକ୍ତ କେଉଁ ଘଟଣାଟି ପ୍ରଥମେ ଘଟିଥିଲା?
ନିମ୍ନକ୍ତ କେଉଁ ଘଟଣାଟି ପ୍ରଥମେ ଘଟିଥିଲା? ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମ ସମର୍ପଣ ବଲ୍ କାନ୍ ଯୁଦ୍ଧ ଅଷ୍ଟ୍ରିଆ- ହଙ୍ଗେରୀର ଯୁବରାଜଙ୍କ ହତ୍ୟା
ବଲ୍ କାନ୍ ଯୁଦ୍ଧ
#7. ମରକ୍ କୋକୁ କେନ୍ଦ୍ର କରି କେଉଁ ଦୁଇ ରାଷ୍ଟ୍ର ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା?
ଫ୍ରାନ୍ସ ଓ ଜର୍ମାନୀ ଫ୍ରାନ୍ସ ଓ ଇଂଲାଣ୍ଡ ଇଂଲାଣ୍ଡ ଓ ଜର୍ମାନୀ ଜର୍ମାନୀ ଓ ରୁଷ୍
ଫ୍ରାନ୍ସ ଓ ଜର୍ମାନୀ
#8. ନିମ୍ନୋକ୍ତ କେଉଁ ଦେଶ ସାମରିକ ମେଣ୍ଟଭୁକ୍ତ ହୋଇଥିଲେ ମଧ୍ୟ ଯୁଦ୍ଧର ପ୍ରାରମ୍ଭରେ ନିରପେକ୍ଷ ରହିଥିଲା?
ଯୁକ୍ତରାଷ୍ଟ୍ର ଆମେରିକା ଆଲ୍ ବାନିଆ ଇଟାଲୀ ସର୍ବିଆ
ଇଟାଲୀ
#9. ଅଷ୍ଟ୍ରିଆ-ହଙ୍ଗେରୀ କେବେ ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା କଲା ?
୧୯୧୪ ଜୁଲାଇ ୨୫ ତାରିଖ ୧୯୧୪ ଜୁଲାଇ ୨୭ ତାରିଖ ୧୯୧୪ ଜୁଲାଇ ୨୮ ତାରିଖ ୧୯୧୪ ଜୁଲାଇ ୨୨ ତାରିଖ
୧୯୧୪ ଜୁଲାଇ ୨୮ ତାରିଖ
#10. ପ୍ରଥମ ବିଶ୍ଵଯୁଦ୍ଧ ପରେ ନିମ୍ନୋକ୍ତ କେଉଁ ଦେଶରୁ ଏକଚ୍ଛତ୍ରବାଦୀ ଶାସନର ଅନ୍ତ ଘଟିଲା?
ବ୍ରିଟେନ୍ ପୋଲାଣ୍ଡ ଇଟାଲୀ ସ୍ପେନ୍
ପୋଲାଣ୍ଡ
#11. ଭର୍ସାଇ ଚୁକ୍ତି ନିମ୍ନୋକ୍ତ କେଉଁ ରାଷ୍ଟ୍ର ପ୍ରତି ଅପମାନଜନକ ଥିଲା?
ଇଂଲାଣ୍ଡ ଜର୍ମାନୀ ସାଉଦି ଆରବ ଇଟାଲୀ
ଜର୍ମାନୀ
#12. ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାୟ କେତେ ସଂଖ୍ୟକ ଲୋକ ଅଙ୍ଗପ୍ରତ୍ୟଙ୍ଗ ହରାଇଥିଲେ?
୬୦ ଲକ୍ଷ ୭୦ ଲକ୍ଷ ୧ କୋଟି ୨ କୋଟି
୭୦ ଲକ୍ଷ
#13. ଯୁକ୍ତରାଷ୍ଟ୍ର ଆମେରିକା କେବେ ମିତ୍ର ଶକ୍ତି ସପକ୍ଷରେ ଯୋଗଦେଲା?
୧୯୧୪ ୧୯୧୨ ୧୯୧୫ ୧୯୧୭
୧୯୧୭
#14. ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀ କେବେ ଆତ୍ମ ସମର୍ପଣ କଲା?
୧୯୧୪ ଜୁନ୍ ୨୮ ତାରିଖ ୧୯୧୨ ମେ ୮ ତାରିଖ ୧୯୧୮ ନଭେମ୍ବର ୧୧ ତାରିଖ ୧୯୧୯ ଜୁନ୍ ୨୮ ତାରିଖ
୧୯୧୮ ନଭେମ୍ବର ୧୧ ତାରିଖ
#15. ଭର୍ସାଇ ସନ୍ଧି କେବେ ସ୍ଵାକ୍ଷରିତ ହୋଇଥିଲା?
୧୯୧୯ ୧୯୧୪ ୧୯୨୦ ୧୯୧୪
୧୯୧୯
#16. କେବେ ପ୍ୟାରିସ୍ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା?
୧୯୧୮ ୧୯୧୯ ୧୯୨୦ ୧୯୨୧
୧୯୧୯
#17. ଚୀନ୍ ପ୍ରଥମ ବିଶ୍ଵଯୁଦ୍ଧରେ କେବେ ଯୋଗଦେଲା?
୧୯୧୪ ୧୯୧୮ ୧୯୧୬ ୧୯୧୭
୧୯୧୪
#18. ନିମ୍ନୋକ୍ତ ମଧ୍ୟରୁ କେଉଁ ମସିହାରେ ରୁଷ୍ ପ୍ରଥମ ବିଶ୍ଵଯୁଦ୍ଧରୁ ଓହରି ଆସିଥିଲା?
୧୯୧୫ ୧୯୧୬ ୧୯୧୭ ୧୯୧୮
୧୯୧୭
#19. କେଉଁ ଅଞ୍ଚଳ ଏସିଆ, ଆଫ୍ରିକା ଓ ଇଉରୋପ ତିନି ମହାଦେଶର ମିଳନସ୍ଥଳ?
ଦୂରପ୍ରାଚ୍ୟ ମଧ୍ୟପ୍ରାଚ୍ୟ ନିକଟପ୍ରାଚ୍ୟ ବଲ୍ କାନ୍ ଅଞ୍ଚଳ
ମଧ୍ୟପ୍ରାଚ୍ୟ
#20. ନିମ୍ନୋକ୍ତ କେଉଁ ମସିହାରେ ଫ୍ରାଙ୍କଫର୍ଟ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା
୧୮୭୧ ୧୮୭୯ ୧୮୭୫ ୧୮୯୦
୧୮୭୧
#21. ନିମ୍ନୋକ୍ତ କେଉଁ ସମ୍ମିଳନୀରେ ବାରଣ କରାଯିବା ସତ୍ତ୍ୱେ ଫ୍ରାନ୍ସ ସରକାର ମରକ୍କୋର ଆଭ୍ୟନ୍ତରୀଣ ଅଶାନ୍ତିକୁ ଦମନ କରିବା ବାହାନାରେ ସେଠାକୁ ସୈନ୍ୟ ପ୍ରେରଣ କରିଥିଲେ?
ପ୍ୟାରିସ୍ ଆଲ୍ଜେସିରାସ୍ ହେଗ୍ ବୁଲଗେରିଆ
ଆଲ୍ଜେସିରାସ୍
#22. ପ୍ୟାରିସ୍ ଶାନ୍ତି ସମ୍ମିଳନୀ କାହା ସଭାପତିତ୍ଵରେ ଆହୂତ ହୋଇଥିଲା?
ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍ ସନ୍ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲଏଡ୍ ଜର୍ଜ ଫ୍ରାନ୍ସର ପ୍ରଧାନମନ୍ତ୍ରୀ କ୍ଲିମେନ୍ନୁ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି
ଫ୍ରାନ୍ସର ପ୍ରଧାନମନ୍ତ୍ରୀ କ୍ଲିମେନ୍ନୁ
#23. କିଏ ରୁଷିଆରେ କୃଷିଭୃତ୍ଯ ପ୍ରଥା ଉଚ୍ଛେଦ କରିଥିଲେ?
ପ୍ରଥମ ଆଲେକଜାଣ୍ଡାର ଦ୍ବିତୀୟ ଆଲେକଜାଣ୍ଡାର ତୃତୀୟ ଆଲେକଜାଣ୍ଡାର ପ୍ରଥମ ନିକୋଲାସ୍
ଦ୍ବିତୀୟ ଆଲେକଜାଣ୍ଡାର
#24. ରୁଷିଆର ସର୍ବହରାମାନଙ୍କୁ କ’ଣ କୁହାଯାଉଥିଲା?
ମେନ୍ ସେଭିକ୍ ବୋଲ୍ ସେଭିକ୍ ସର୍ଫ ପ୍ରୋଲେତାରିଏତ୍
ପ୍ରୋଲେତାରିଏତ୍
#25. ରୁଷ୍ ବିପ୍ଳବ ସମୟରେ ଲେନିନ୍ କେଉଁ ଦଳର ନେତୃତ୍ବ ନେଇଥିଲେ?
ସାମାଜିକ ଗଣତାନ୍ତ୍ରିକ ଦଳ ସାମାଜିକ ବିପ୍ଳବୀ ଦଳ ମେନ୍ ସେଭିକ୍ ସ ବୋଲ୍ ସେଭିକ୍ ସ୍
ବୋଲ୍ ସେଭିକ୍ ସ୍
#26. କେଉଁ ଦିବସଟି ରୁଷ୍ ଇତିହାସରେ ” ରକ୍ତାକ୍ତ ରବିବାର ” ଭାବେ ନାମିତ ?
୧୯୦୫ ଜାନୁଆରୀ ୨୨ ୧୯୦୬ ମେ ୬ ୧୯୧୭ ମାର୍ଚ୍ଚ ୮ ୧୯୧୭ ନଭେମ୍ବର ୭
୧୯୦୫ ଜାନୁଆରୀ ୨୨
#27. ଦ୍ବିତୀୟ ନିକୋଲାସ୍ ଙ୍କ ପ୍ରଥମ ଡୁମା କେବେ ଉଦ୍ ଘାଟିତ ହୋଇଥିଲା?
୧୯୦୫ ଅଗଷ୍ଟ ୧୯୦୫ ଅକ୍ଟୋବର ୧୯୦୬ ମେ ୧୯୦୭ ମାର୍ଚ୍ଚ
୧୯୦୬ ମେ
#28. ଜାର୍ ଦ୍ବିତୀୟ ନିକୋଲାସ୍ କେଉଁ ଦିନ ରାଜଗାଦି ତ୍ୟାଗ କଲେ?୧୯୧୭ ମାର୍ଚ୍ଚ ୮
୧୯୧୭ ମାର୍ଚ୍ଚ ୮ ୧୯୧୭ ମାର୍ଚ୍ଚ ୧୦ ୧୯୧୭ ମାର୍ଚ୍ଚ ୧୦ ୧୯୧୭ ମାର୍ଚ୍ଚ ୧୫
୧୯୧୭ ମାର୍ଚ୍ଚ ୧୫
#29. ୧୯୧୭ ଫେବୃଆରୀ ବିପ୍ଳବ ପରେ ପ୍ରତିଷ୍ଠିତ କାମଚଳା ସରକାରର ମୁଖ୍ୟ କିଏ ଥିଲେ?
ମାରତୋଭ୍ ଲେନିନ୍ ଲୋଭୋଲ୍ ଟ୍ରଟସ୍କି
ଲୋଭୋଲ୍
#30. ରୁଷ୍ ବିପ୍ଳବ ପରେ କେଉଁ ଅନୁଷ୍ଠାନ ରୁଷ ଦେଶର ସଂସଦ ଭାବେ କାର୍ଯ୍ୟ କଲା ?
ସୋଭିଏତ୍ ରୁଷୀୟ କମ୍ୟୁନିଷ୍ଟ ଦଳ ସର୍ବ- ରୁଷୀୟ ସୋଭିଏତ କଂଗ୍ରେସ ଡୁମା
ସର୍ବ- ରୁଷୀୟ ସୋଭିଏତ
free History Question class 9 MCQ
If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.
free History Question class 9 MCQ
Not sure how to start preparing history question class 9 ? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

This quiz no longer exists
Related Article :
- Free Odisha Constable Political Science MCQ Part -1
- Free Odisha Constable Political Science MCQ Part -2
- Free Odisha Constable Political Science MCQ Part -3
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 1
- ନବମ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 2
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 5
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 4
- ଷଷ୍ଠ ଶ୍ରେଣୀ ଇତିହାସ କୁଇଜ଼ ପରୀକ୍ଷା 3






