List of North American countries | ଉତ୍ତର ଆମେରିକା ( ରାଷ୍ଟ୍ରସଂଖ୍ୟା ୨୩)

For Latest Updates, Join Our WhatsApp Group
Also Check Our Telegram Channel

List of North American countries

୧• ଆଣ୍ଟିଗୁଆ ଏବଂ ବାର୍ବୁଡା

ସ୍ବାଧୀନତା ଦିବସ ୧ ନଭେମ୍ବର ୧୯୮୧
ଆୟତନ ୪୪୨ ବର୍ଗ କି.ମି.
ରାଜଧାନୀ ସେଣ୍ଟଜନ୍ସ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଇଷ୍ଟକାରାବିଏନ ଡଲାର

୨• ବାହାମା

ସ୍ବାଧୀନତା ଦିବସ ୧୦ ଜୁଲାଇ ୧୯୭୩
ଆୟତନ ୧୩,୯୪୩ ବର୍ଗ କି.ମି.
ରାଜଧାନୀ ନାସାଉ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ବାହାମା ଡଲାର

୩• ବାର୍ବାଡୋସ

ସ୍ବାଧୀନତା ଦିବସ ୩୦ ନଭେମ୍ବର ୧୯୬୬
ଆୟତନ ୪୩୦ ବର୍ଗ କି.ମି.
ରାଜଧାନୀ ବ୍ରିଜଟାଉନ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ବାର୍ବାଡୋସ ଡଲାର

୪• ବେଲିଜ

ସ୍ବାଧୀନତା ଦିବସ ୨୧ ସେପ୍ଟେମ୍ବର ୧୯୮୧
ଆୟତନ ୨୨,୯୬୬ ବର୍ଗ କି.ମି.
ରାଜଧାନୀ ବେଲମୋପାନ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ବେଲିଜ ଡଲାର

୫• କାନେଡା

ସ୍ବାଧୀନତା ଦିବସ ୧ ଜୁଲାଇ ୧୮୬୭
ଆୟତନ ୯୯,୮୪, ୬୭୦ ବର୍ଗ କି.ମି.
ରାଜଧାନୀ ଅଟାୱ।
ମୁଖ୍ୟଭାଷା ଇଂରାଜୀ, ଫ୍ରେଞ୍ଚ୍
ପ୍ରଚଳିତ ମୁଦ୍ରା କାନେଡା ଡଲାର

୬• କୋଷ୍ଟାରିକା

ସ୍ବାଧୀନତା ଦିବସ ୧୫ ସେପ୍ଟେମ୍ବର ୧୮୨୨
ଆୟତନ ୫୧,୧୦୦ ବର୍ଗ କି.ମି.
ରାଜଧାନୀ ସାନଜୋସ
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା କୋଷ୍ଟାରିକାକୋଲନ୍

୭• କ୍ୟୁବା

ସ୍ବାଧୀନତା ଦିବସ ୨୦ ମେ ୧୯୦୨
ଆୟତନ ୧,୦୯,୯୮୪ ବର୍ଗ କି.ମି.
ରାଜଧାନୀ ହାଭାନା
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା ପେସୋ

୮• ଡୋମିନିକାନ୍ ରିପବ୍ଲିକ୍

ସ୍ବାଧୀନତା ଦିବସ ୨୭ ଫେବୃଆରୀ ୧୮୪୪
ଆୟତନ ୪୮,୬୭୧ ବର୍ଗ କି.ମି.
ରାଜଧାନୀ ସାଣ୍ଟ ଡୋମିଙ୍ଗୋ
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା ଡୋମିନ୍କାନ୍ ପେସୋ

୯• ଡୋମିନିକା

ସ୍ବାଧୀନତା ଦିବସ ୩ ନଭେମ୍ବର ୧୯୭୮
ଆୟତନ ୭୫୧ ବର୍ଗ କି.ମି.
ରାଜଧାନୀ ରୋସେୟୁ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଇଷ୍ଟ କାରାବିଏନ୍ ଡଲାର

୧୦• ଏଲସାଲଭାଡର୍

ସ୍ବାଧୀନତା ଦିବସ ୧୫ ସେପ୍ଟେମ୍ବର ୧୮୨୧
ଆୟତନ ୨୧,୦୪୧ ବର୍ଗ କି.ମି.
ରାଜଧାନୀ ସାନସାଲଭାଡରାନ କଲନ
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା ଡଲାର

୧୧• ଗ୍ରେନେଡା

ସ୍ବାଧୀନତା ଦିବସ ୭ ଫେବୃଆରୀ ୧୯୭୪
ଆୟତନ ୩୪୪ ବର୍ଗ କି.ମି.
ରାଜଧାନୀ ସେଣ୍ଟଜର୍ଜ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଇଷ୍ଟ କାରାବିଏନ୍ ଡଲାର

୧୨• ଗୁଏତମାଳା

ସ୍ବାଧୀନତା ଦିବସ ୧୫ ସେପ୍ଟେମ୍ବର ୧୮୨୧
ଆୟତନ ୧,୦୮,୮୮୯ ବର୍ଗ କି.ମି.
ରାଜଧାନୀ ଗୁଏତମାଳା ସହର
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା କ୍ଵିଟ ଜେଲ୍

୧୩• ହାଇଟି

ସ୍ବାଧୀନତା ଦିବସ ୧ ଜାନୁଆରୀ ୧୮୦୪
ଆୟତନ ୨୭,୭୫୦ ବର୍ଗ କି.ମି.
ରାଜଧାନୀ ପୋର୍ଟ ଆଉ ପ୍ରିନ୍ସ
ମୁଖ୍ୟଭାଷା ଫ୍ରେଞ୍ଚ୍, କ୍ରିଓଲେ
ପ୍ରଚଳିତ ମୁଦ୍ରା  ଗୌରଡେ

୧୪• ହଣ୍ଡୁରାସ

ସ୍ବାଧୀନତା ଦିବସ ୧୫ ସେପ୍ଟେମ୍ବର ୧୮୨୧
ଆୟତନ ୧,୧୨,୪୯୨ ବର୍ଗ କି.ମି.
ରାଜଧାନୀ ତେଗୁସିଗାଲ୍ପା
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା  ଲେମ୍ପିରା

୧୫• ଜାମାଇକା

ସ୍ବାଧୀନତା ଦିବସ ୬ ଅଗଷ୍ଟ ୧୯୬୨
ଆୟତନ ୧୦,୯୯୧ ବର୍ଗ କି.ମି.
ରାଜଧାନୀ କିଙ୍ଗସଟନ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଜାମାଇକା ଡଲାର

୧୬• ମେକ୍ସିକୋ

ସ୍ବାଧୀନତା ଦିବସ ୧୬ ସେପ୍ଟେମ୍ବର ୧୮୧୦
ଆୟତନ ୧୯,୬୪,୩୭୫ ବର୍ଗ କି.ମି.
ରାଜଧାନୀ ମେକ୍ସିକୋ ସହର
ମୁଖ୍ୟଭାଷା ସ୍ପେନିଶ୍
ପ୍ରଚଳିତ ମୁଦ୍ରା ମେକ୍ସକାନ୍ ପେସୋ

୧୭• ନିକାରାଗୁଆ

ସ୍ବାଧୀନତା ଦିବସ ୧୫ ସେପ୍ଟେମ୍ବର ୧୮୨୧
ଆୟତନ ୧,୩୦,୩୭୩ ବର୍ଗ କି.ମି.
ରାଜଧାନୀ ମାନାଗୁଆ
ମୁଖ୍ୟଭାଷା ସ୍ପେନିଶ୍, ଇଂରାଜୀ
ପ୍ରଚଳିତ ମୁଦ୍ରା କୋରଡ଼ବା

୧୮ • ପାନାମା

ସ୍ବାଧୀନତା ଦିବସ ୩ ନଭେମ୍ବର ୧୯୦୩
ଆୟତନ ୭୫,୪୧୭ ବର୍ଗ କି.ମି.
ରାଜଧାନୀ ପାନାମା ସହର
ମୁଖ୍ୟଭାଷା ସ୍ପେନିଶ୍, ଇଂରାଜୀ
ପ୍ରଚଳିତ ମୁଦ୍ରା ବାଲବୋଆ

୧୯•ସେଣ୍ଟକିଟସ-ନେଭିସ୍

ସ୍ବାଧୀନତା ଦିବସ ୧୯ ସେପ୍ଟେମ୍ବର ୧୯୮୩
ଆୟତନ ୨୬୧ ବର୍ଗ କି.ମି.
ରାଜଧାନୀ ବାସେଟେରି
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଇଷ୍ଟକାରାବିଏନ୍ ଡଲାର

୨୦• ସେଣ୍ଟ ଲୁସିଆ

ସ୍ବାଧୀନତା ଦିବସ ୨୨ ଫେବୃଆରୀ ୧୯୭୯
ଆୟତନ ୬୧୬ ବର୍ଗ କି.ମି.
ରାଜଧାନୀ କାସଟ୍ରିଜ୍
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଇଷ୍ଟକାରାବିଏନ୍ ଡଲାର

୨୧• ସେଣ୍ଟଭିନସେଣ୍ଟ ଏବଂ ଗ୍ରିନେଡାଇନ୍ସ

ସ୍ବାଧୀନତା ଦିବସ ୨୭ ଅକ୍ଟୋବର ୧୯୭୯
ଆୟତନ ୩୮୯ ବର୍ଗ କି.ମି.
ରାଜଧାନୀ କିଙ୍ଗସ୍ ଟାଉନ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଇଷ୍ଟକାରାବିଏନ୍ ଡଲାର

୨୨• ତ୍ରିନିଦାଦ ଏବଂ ଟବାଗୋ

ସ୍ବାଧୀନତା ଦିବସ ୩୧ ଅଗଷ୍ଟ ‌‌‌‌୧୯୬୨
ଆୟତନ ୫,୧୩୦ ବର୍ଗ କି.ମି.
ରାଜଧାନୀ ପୋର୍ଟ ଅଫ୍ ସ୍ପେନ
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ତ୍ରିନିଦାଦ ଓ ଟୋବାଗୋ ଡଲାର

୨୩• ଯୁକ୍ତରାଷ୍ଟ୍ର ଆମେରିକା

ସ୍ବାଧୀନତା ଦିବସ ୪ ଜୁଲାଇ ୧୭୭୬
ଆୟତନ ୯୫,୨୬,୪୬୮ ବର୍ଗ କି.ମି.
ରାଜଧାନୀ ୱାଶିଂଟନ- ଡିସି
ମୁଖ୍ୟଭାଷା ଇଂରାଜୀ
ପ୍ରଚଳିତ ମୁଦ୍ରା ଡଲାର

 

 

For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *