Tumi Ho Mata Pita Tumi Ho in Odia | ପ୍ରାର୍ଥନା

For Latest Updates, Join Our WhatsApp Group
Also Check Our Telegram Channel

Tumi Ho Mata Pita Tumi Ho in Odia : God is the one who gives us all good things in life. He is the one who protects us and guides us to the right path. Praying to God always makes us feel better and helps us to become stronger. We are grateful to Him for all the good things in our lives, and we hope that He will continue to bless us with everything we need

Tumi Ho Mata Pita Tumi Ho in Odia

ତୁମି ହୋ ମାତା……..

ତୁମି ହୋ ମାତା ପିତା ତୁମି ହୋ
ତୁମି ହୋ ବନ୍ଧୁ ସଖା ତୁମି ହୋ l
ତୁମହି ହୋ ସାଥୀ ତୁମହି ସାହାରେ
କୋଇନା ଅପନା ଶିୱା ତୁମହାରେ l
ତୁମହି ହୋ ନୈୟା ତୁମହି ଗିଦୈୟା
ତୁମିହି ହୋ ବନ୍ଧୁ ସଖା ତୁମି ହୋ l
ଯୋ ଖିଲ ସକେନା ୱ ଫୁଲ ହମ ହୈ
ତୁଂହାରି ଚରଣ କେ ଧୁଲ୍ ହମ ହୈ l
ଦୟା କି ଦୃଷ୍ଟି ସଦାହି ରଖନା
ତୁମହି ବନ୍ଧୁ ସଖା ତୁମହି ହୋ l

 

ଆମନ୍ତ୍ରଣ

ସକଳ ବେଦାର ଜ୍ଞାନ ଏକତ୍ର ହୋଇଣ
ମିଶିଅଛି ରାମକୃଷ୍ଣ ହୃଦୟେ ଆସିଣ
ବ୍ରହ୍ମା ବିଷ୍ଣୁ ଶିବ ଆଦି ସବୁ ଦେବତାଙ୍କ
ଶକତି ମିଶିଛି ଆସି ଶକ୍ତିରେ ତାଙ୍କ
ସବୁ ଦେବତାଙ୍କ ଯେନ୍ହେ ଏକ ଦେହଧରି
ଆସିଛନ୍ତି ରାମକୃଷ୍ଣ ରୂପେ ଅବତରି l
ଅମୃତର ପୂର୍ଣପାତ୍ର ଦେହରେ ଧରିଣ
ଆସିଅଛି ରାମକୃଷ୍ଣ- ମୂରତି ଧରିଣ
ଶ୍ରୀଗୁରୁଚରଣ ସ୍ମରି, ସଭିଙ୍କୁ ନମଇଁ
ଆମନ୍ତ୍ରଣ କରେ ସେଠି ସୁଧାପାନ ପାଇଁ l

ସ୍ବାମୀ ବିବେକାନନ୍ଦ

ଆହେ ଦୟାମୟ Click Here
Odia MCQ Test Click Here
For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *