Pension Increment Draft Format | ବାର୍ଷିକ ବେତନ ବୃଦ୍ଧି

For Latest Updates, Join Our WhatsApp Group
Also Check Our Telegram Channel

Pension Increment Draft Format :Are you looking for a reliable and affordable solution to your pensions? Look no further than Pension Increment Draft Format! Our draft format provides in odia language solutions to your pension needs. We offer a wide range of products and services that make it easy for you to take control of your retirement income. Contact us today to learn more about our draft format, and start enjoying the benefits of a secure retirement today!

ବାର୍ଷିକ ବେତନ ବୃଦ୍ଧି

—————ବିଭାଗ/ କାର୍ଯ୍ୟାଳୟ
ଭୁବନେଶ୍ୱର

କାର୍ଯ୍ୟାଳୟ ଆଦେଶ

ସଂଖ୍ୟା——– ତାରିଖ———
ଶ୍ରୀ/ ଶ୍ରୀମତୀ/ କୁମାରୀ————————— ଅସ୍ଥାୟୀ/ ସ୍ଥାୟୀ ( ପଦବୀ) —————–କାର୍ଯ୍ୟାଳୟଙ୍କର ଟ—————- ବେତନ ହାରରେ ଟ————— ସ୍ତରରେ ତା————- ରେ ଏକ ବର୍ଷ ନିରନ୍ତର ସେବା ପୂର୍ଣ୍ଣ ହୋଇଥିବାରୁ ତାଙ୍କର ବାର୍ଷିକ ବେତନ ବୃଦ୍ଧି ନିମିତ୍ତ ଆଦେଶ ପ୍ରଦାନ କରାଯାଉଛି l ଏହା ସହିତ ତା————— ଠାରୁ ଉପରଲିଖିତ ବେତନ ହାରରେ ମାସିକ ଟ————— ରୁ ପରବର୍ତ୍ତୀ ବାର୍ଷିକ ବେତନ ବୃଦ୍ଧି ଟ————– ସହ ମାସିକ ଟ————— ଉଠାଇବା ନିମିତ୍ତ ମଞ୍ଜୁର କରାଯାଉଅଛି l

ସ୍ୱାକ୍ଷର—————
ପଦବୀ—————

For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *